I don't have time and drift is all that is desired.
-
ଆସିଛନ୍ତି ଯଦି,ନିଜର ଖଟା ମିଠା ... read more
Success is not alluring.
When probability of not getting what we need is dominated.-
ଭାବି ମୁଁ ନ ଥିଲି କେବେ,
ରାସ୍ତା କଡ କଳ ଘର,
ବଡ଼ଦାଙ୍କ ଗାଧୁଆ ତୁଠ,
ଗାଆଁ ମୁଣ୍ଡ ଦେଉଳ,
ଛୋଟ ଆମ ଚାଟ ଶାଳୀ,
ସେଇ ନଈ କୂଳ,
ସେଇ କଦମ୍ବ ମୂଳ,
ଖରା ଦିନିଆ ସେ ପଖାଳ କଂସା,
ବସନ୍ତ ଋତୁର ସେ ମୃଦୁ ମଳୟ,
ବର୍ଷା ଦିନର ଘଡ଼ ଘଡି ନାଦ,
କରି ନେବେ ମୋତେ,
ଅତି ଆପଣାର,
ଆଉ ସେଠି ଖେଳୁଥିବେ,
ମୋ ପୁରୁଣା ସ୍ମୃତି ସବୁ,
ଲୁଚକାଳି ଖେଳ।
-
ଅଫିସର କାର୍ଯ୍ୟ ବ୍ୟସ୍ତତା ଭିତରେ ନିଜକୁ ଚାହିଁ ଦେଖିବାକୁ ସମୟ ମିଳିନି।କେତେବେଳେ ଦୈନିକ କାର୍ଯ୍ୟ କାଳ ସରିଆସି ଗୋଧୂଳି ଉଡ଼ିବା ସମୟ ହେଲାଣି,ମୁଁ ଜାଣିପାରୁନି । ଘଣ୍ଟା କୁ ଚାହିଁ ଦେଇ ମନ ମାନିଲାନି, ମୁଁ ବାଲକୋନୀକୁ ଦେଖିବାକୁ ଗଲି। ସେଠି ସୂର୍ଯ୍ୟ ବସି ଥାନ୍ତି।
ମୋତେ ଦେଖି ପଚାରିଲେ "କଣ ସମୟ ଜାଣିପାରୁଛନ୍ତି ନା confirm ହେବାପାଇଁ ଆସିଛନ୍ତି? ଅଫିସ ଘଣ୍ଟା ଏଯାଏ ଖରାପ୍ ହୋଇନି, ତୁମେ ହିଁ ତାକୁ ଖରାପ୍ ଭାବୁଛ ଯାହା, ହା8 ହା8 ହା8"।ତାଙ୍କ ହସ ମୁଁ କେବେ ସହିପରେନି, ହେଲେ କହି କିଛି ଲାଭ ନାହିଁ, ।gnore କରିବା ଭଲ।
ପୁଣି କଣ୍ଠ ସ୍ୱର ଭାସି ଆସିଲା," ଟିକେ ଶୁଣିବ" । ମୁଁ ରହିଗଲି ।ସୂର୍ଯ୍ୟ ମୋ ଆଡ଼କୁ ମାଡ଼ିଆସିଲେ ।ଜାଣିନି କାହିଁକି ମୋ ଦେହର ତାପମାତ୍ରା ବଢିବାକୁ ଲାଗିଲା।
ଆଜି ହଠାତ୍ ପୁଣି , ମୋ ନିଜ ହୃଦସ୍ପନ୍ଦନ, ମୋ ବୁକୁ ଚିରି ସନ୍ଧ୍ୟାର ନୀରବତାକୁ ଖଣ୍ଡ ଖଣ୍ଡ କରିବାର ପ୍ରୟାସ କଲା ।
ସୂର୍ଯ୍ୟ ମୋ ଓଠ ଛୁଇଁ, ଧୀରେ ଓଠ ପାଖେ ଲାଗିଥିବା କଫିର ଦାଗକୁ ପୋଛିବାକୁ ଯାଉଥିଲେ।
ହେଲେ ସେ ରହିଗଲେ ଆଉ ମୋତେ ପାଖ ଟିଟେବଲରୁ ଟିସୁ ଖଣ୍ଡେ ବଢାଇ ଦେଲେ।
ମୁଁ ହତବାକ ହୋଇ ଚାହିଁ ରହିଥାଏ।
"ଚାହିଁଛ କଣ? ନିଅ "l
ମୁଁ ମୋର ଚାହାଣି ତଳକୁ କରି ହାତ ବଢାଇ ନେଇ ଗଲି।
ଆଉ ସେଠାରୁ ଚାଲି ଆସିଲି।
କାରଣ ଏକ ଡର ମନରେ ବସାବାନ୍ଧି ରହି ଯାଇଛି। ଏ ସବୁ closeness ଅଉ ଆଗପରି ମନରେ ରୋମାଞ୍ଚ କି ସିହରଣ ସୃଷ୍ଟି କରୁନି। ସୃଷ୍ଟି କରୁଛି ତ କେବଳ ଗୋଟିଏ ଅଦିନିଆ ଝଡ଼ର ଡର।-
Tujhko samajhna hi nahi chahti ab,
Dar lagta he,
Ek baar phir,
Wahi hadsa na ho jaye,
Jo he usko jileti hu,
Riste me jeher he to,
Woh bhi pileti hu,
Jhuta hi sahi,
Ish lamhe me,
Khone do mujhe,
Thak chuki hu,
Sachai ki talash me,
Ab sachai ko dhudne do mujhe.-
Achi hu
Buri hu
Kuch v hu
Teri samajh se pari hu
Ye ajadi hi to he
Tum se
Tumhare soch se-
Tujhse yaaden jodna nahi chahti,
Q ki tum ko bhulna muskil na ho jaye-
Juda ham bhi nahi the tumse,
Juda tum bhi nahi the hamse,
Tumhari har sans ke saath,
Me bhi sans bhar leti thi,
Tumhare har ek kadam k saath,
Me bhi age badhti rahi,
Tum dur kahi nazar se kho gaye,
Me bhi tumhare nazar se kho gayi,
Hamari rahe ek duje k sirhanese gujarti he,
Najdiki ka ehsaas abhi bhi,
Dhadkanoko tej banati he,
Galati na tum se huyi,
Galati na hum se huyi,
Bas ek kamoshi chayi he,
Tumse jude har ek sawal se,
Har sawal ko me chuppi se,
Mehsus karti hu,
-