_ _ aadaT   (aadaT ©)
41 Followers · 40 Following

Thoda waqt hume bhi dedo..
Hum usi mein kuch yaadein jodenge
Joined 24 January 2020


Thoda waqt hume bhi dedo..
Hum usi mein kuch yaadein jodenge
Joined 24 January 2020
11 FEB AT 0:47

Pure din tumse Jude rehna !
acha lagta hai..
Tum se baat karne se lekar
Tum_hi se baat karne Tak
Kab Apna ye chota sa din guzar jata hai..

-


30 SEP 2024 AT 20:39

ତୁମ ସ୍ମୁତି ରେ ବର୍ଷା ରେ ଓଦା ହେବାର ଅନୁଭୂତି ନିଆରା
Car ର window ଖୋଲି ହାତ ଭିଜଉ ଥିଲି
କିଛି ବୁନ୍ଦା ପାଣି ଆସି ଦେହ ସାରା ଛିଟକି ଗଲା
କିଛି କ୍ଷଣ ପାଇଁ ଲାଗିଲା..
ଯେମିତି ସେ ବର୍ଷା ଛିଟା ତୁମ ହାତ ଛୁଇଁ ଆସିଗଲା..

-


30 SEP 2024 AT 20:35

ତୁମ ସ୍ମୁତି ରେ ବର୍ଷା ରେ ଓଦା ହେବାର ଅନୁଭୂତି ନିଆରା
Car ର window ଖୋଲି ହାତ ଭିଜଉ ଥିଲି
କିଛି ବୁନ୍ଦା ପାଣି ଆସି ଦେହ ସାରା ଛିଟକି ଗଲା
କିଛି କ୍ଷଣ ପାଇଁ ଲାଗିଲା..
ଯେମିତି ସେ ବର୍ଷା ଛିଟା ତୁମ ହାତ ଛୁଇଁ ଚାଲି ଆସିଲା..

-


17 SEP 2024 AT 21:24

ତୁମଠୁ ଦୁରେଇ ଥାଇ ବି,
ମୁଁ ତୁମକୁ ଅନୁଭବ କରେ..
ତୁମ ଅନୁଭବ ରେ ବି ତୁମକୁ ଭଲ ପାଏ ମୁଁ

-


13 SEP 2024 AT 1:48

ଶ୍ରାବଣ ସରି ଆସୁଥିବା,
ଭିନ୍ନ ଏକ ସନ୍ଧ୍ୟା ସମୟ..

ସୂର୍ଯ୍ୟ ନଇଁ ପଡୁଥିବା,
ଭିନ୍ନ ଏକ ମେଘ ଭରା ରଙ୍ଗ
ଠିକ ତାର ହସ ମିଶା ଗାଲ ପରି

ଘର ବାହୁଡା଼ ପକ୍ଷୀ
ଠିକ ତାର କଜଳ ଲଗା ଆଖି ପରି

ହଟାତ ପବନ ରେ ତରୁଲତା ନିଜ ନିଜ ଭିତରେ କଳି କରିବାରେ ବ୍ୟସ୍ତ
ଯେମିତି ତାର ନୁଖୁରା କେଶ ପରି..

ଆଉ ଟିପ ଟିପ ବର୍ଷା ପାଣି
ଯେମିତି ଲାଗୁଥାଏ ସଜ ଗାଧୁଆ ପାଣି
ତା କେଶ ରୁ ଶୁଆ ନେଇ ଦେହ ପଟେ ବୋହି ଯାଉଛି...

ନାଲି ଫୁଲ ଭରା କୃଷ୍ଣଚୁଡା...
ଠିକ ଯେମିତି ତାର ନାଲି ଓଠ..

-


4 SEP 2024 AT 19:35

ମୁଁ ତୁମ ସହରରେ!!
କିନ୍ତୁ, କେଜାଣି କେମିତି, ଏ ସହର ମୋତେ ଅଚିହ୍ନା ମନେ ହୁଏ.

-


28 JUL 2024 AT 21:35

ପ୍ରେମ ର ରଙ୍ଗ ଟିକିଏ ନିଆରା..
ଅନୁଭୂତି ର ଋତୁ ଟିକିଏ ନିଆରା..
ସମ୍ପର୍କ ର ଡୋର ଟିକିଏ ନିଆରା..
ହସ ଆଉ ଲୁହ ର କଳନା ଟିକେ ନିଆରା..
ସ୍ମୃତି ର ଠିକଣା ଟିକିଏ ନିଆରା..
ତୁମଠୁ ଦୂରେଇ ରହିବାର ଅନୁଭବ ଟିକିଏ ନିଆରା..

-


7 DEC 2023 AT 23:12

ଆଜି ପୁଣି ଥରେ ଆମ CHAT ରୁ ପୁରୁଣା ସ୍ମୃତି ଖୋଜି କାଢ଼ିବାକୁ ଭାରି ଇଚ୍ଛା ହେଲା...
ଆଜି କାହିଁ ଇଚ୍ଛା ହେଲା ପୁଣି ଥରେ mobile gallery ରୁ ତମ photo ଖୋଜି ମନ ଭରି ଦେଖିବାକୁ....

ଆଜି କାହିଁ ଇଚ୍ଛା ହେଲା
ତୁମ ପାଇଁ କିଛି ଲେଖିବାକୁ

ସ୍ମୃତି ରୁ କାଳି ଆଣି
ମନ ର କଲମ ରେ ଭରି ଦେଲି

ଆଉ!!!
ପୃଷ୍ଠା ପୃଷ୍ଠା କବିତା ଲେଖିବାକୁ ଭାରି ଇଚ୍ଛା ହେଲା...

-


7 DEC 2023 AT 23:08

ଆଜି
ପୁଣି ଥରେ ଆମ CHAT ରୁ ପୁରୁଣା ସ୍ମୃତି ଖୋଜି କାଢ଼ିବାକୁ ଭାରି ଇଚ୍ଛା ହେଲା...
ଆଜି କାହିଁ ଇଚ୍ଛା ହେଲା
ପୁଣି ଥରେ mobile gallery ରୁ ତମ photo ଖୋଜି ମନ ଭରି ଦେଖିବାକୁ....

ଆଜି କାହିଁ ଇଚ୍ଛା ହେଲା
ତୁମ ପାଇଁ କିଛି ଲେଖିବାକୁ

ସ୍ମୃତି ରୁ କାଳି ଆଣି
ମନ ର କଲମ ରେ ଭରି ଦେଲି

ଆଉ!!!
ପୃଷ୍ଠା ପୃଷ୍ଠା କବିତା ଲେଖିବାକୁ ଭାରି ଇଚ୍ଛା ହେଲା...

-


21 NOV 2023 AT 23:28

ଅସରନ୍ତି ବାଟ..
ଅକୁହା କାହାଣୀ...

-


Fetching _ _ aadaT Quotes