@ @   (@The $park@)
22 Followers · 10 Following

Joined 17 August 2018


Joined 17 August 2018
3 FEB 2019 AT 8:17

ମୀରା
ସେ ଯେ ନାଁ ଟିଏ ଅବିରତ ପ୍ରତିକ୍ଷାର,ଅବଲୁପ୍ତ ଆଶାର
ସକାଳର ପହିଲି କିରଣରୁ ସନ୍ଧ୍ୟାର ଗୋଧୂଳି ସମୟ ଯାଏଁ ଛାତି ମେଲାଇ ଚାହିଁ ରହିଥିବା ଅଣଲେଉଟାଣି ରାସ୍ତା,
ତୁଳସୀ ଚଉରା ପାଖେ ଧାପେ ତେଲରେ ଚିପୁଡି ହୋଇ ଜଳୁଥିବା ସଳିତା,
ଆଲୁଳାୟିତ କେଶ ର ଢେଉ ସେପାଖେ ଜୁଳୁ ଜୁଳୁ କରୁଥିବା ଆଖି ଦୁଇଟି
ସଂଘର୍ଷ ଆଉ ସନ୍ତୁଷ୍ଟିର ମଝିରେ ଥିବା ଅଶରୀରୀ ଛାୟା
ଏଇତ ପରିପାଟୀ,ପରିଭାଷା ଏବଂ ପରିଚୟ ମୀରା ର

-


11 AUG 2021 AT 14:37

What's happening with us today is fixed by destiny years before.

-


1 MAY 2021 AT 13:23

जब महफ़िल में पुछा गया की जिंदगी की सुरत कैसी हे
कुछ इस तरह दिल से आवाज आई
जिस आंगन में हम वचपन विताई है
अब उसकी खैरियत दुसरो से पता करते हैं

-


19 APR 2021 AT 14:55

-ମିଛ-
ସତ ଉପରେ ହାମ୍ବୁଡେଇ କାୟା ବିସ୍ତାର କରିବାକୁ ଚାହୁଁଥିବା ନିର୍ମୂଳୀ ଲତାଟିଏ

-


18 FEB 2021 AT 10:44

ଦିନ ପରେ ଦିନ, ବର୍ଷ ପରେ ବର୍ଷ ଅତିକ୍ରାନ୍ତ ପରେ
ନା ତୁ ଥିବୁ ନା ଥିବି ମୁଁ
ସ୍ବପ୍ନ ର ସୌଧ କୁ ଜଡାଇ ଧରିଥିବା ବିଶାଳକାୟ ପ୍ରାଚୀର
ଯଦି କରାଳଗ୍ରାସୀ ହେଇଯାଏ ତେବେ?
ସ୍ନେହ ରେ ସ୍ୱାର୍ଥ ମିଶିବା ପରେ ସମ୍ପର୍କର ସ୍ୱାଦ ବଦଳିଯାଏ
ଅଳନ୍ଧୁ ଲାଗିଲା ପରେ ବସ୍ତୁର ସୋୖନ୍ଦର୍ଯ୍ୟ କମିଯାଏ
ସାଉଁଟିଥିବା ସପନକୁ ସାଇତି ରଖିବାକୁ ସାତ ତାଳ ପଙ୍କ ଭିତରେ ଥିବା ସିନ୍ଧୁକ ନାହିଁ ସତ!
କିନ୍ତୁ ସେ ସପନ ଯେ ଅମୂଲ ମୁଲ
ବୟସର ଅପରାହ୍ନ ରେ
ଗୁମୁରି ଗୁମୁରି ବିଳାପୁଥବା ଦୁଇ ଆତ୍ମା ମିଶିବାକୁ
ନା ଥିବ ସାହସ ନା ସାମର୍ଥ୍ୟ

ପାପୁଲି ରୁ ବାଲି କଣିକା ଚାଲିଗଲା ପରି
ସମୟ ବି ତାଚ୍ଛଲ୍ୟ କରି ଆମକୁ ନେଇ ଚାଲିଯିବ ନିଜ ସାଙ୍ଗେ ଅଫେରା ପଥ ର ପଥିକ ସଜେଇ
ମଶାଣି ମାଟିରେ ମୁଠାଏ ପାଉଁଶ ନିର୍ବିକାର ଭାବେ ବିଚ୍ଛୁରିତ ହୋଇ ପଡିଥିବା
ସେଇ ଆଶାରେ
ହୁଏତ ଦେଖା ହେବ ଆର ଜନମରେ...

-


1 JAN 2021 AT 10:01

I feel the warmth of positivity
A ray of hope with its bright smile comes to hug me

-


1 JAN 2021 AT 9:16

ଏଇ ଯେ ନୂଆ ବରଷ ଆସିଛି।
ପେଡିରେ ନୂଆ ପୁରୁଣା ହେଇ ମେଞ୍ଚେ ସ୍ମୃତି ସାଉଁଟିଛି
ଝିଲିମିଲି ଆଲୁଅରେ କିଛି ଉଦାସୀନ ଚେହେରା ଢା‌ଙ୍କି ହେଇଯାଇଛି
ନିରୋଳା ରେ ନିଃସଙ୍ଗତାକୁ ନିଜର କରିଛି
ଦଗ୍ଧୀଭୂତ ହେଇ ସାରିଥିବା ସମୟରୁ ନିରେଖି ମଧୁରତା ଖୋଜୁଛି
କେଜାଣି କାହିଁକି ସେଇ ଭୂତକୋଠି ବୋଲାଉଥିବା ସମ୍ପର୍କର ଅଟ୍ଟାଳିକା ଆଜି ନିଜର ଅସ୍ତିତ୍ଵ ଖୋଜୁଛି
କିଛି ହଜିଛି କିଛି ମିଳିଛି
ସେଇ ଛକାପଞ୍ଝା ଖେଳକୁ ଆଡେଇ
ତଥାପି ସମୟ ଏକ କର୍ମରତ ସୈନିକ ପରି ଅବିରତ ଆଗେଇ ଚାଲିଛି

-


21 JUL 2020 AT 23:30

Truth is always a victory itself.

-


19 MAY 2020 AT 21:19

She was Dawn and He was Dusk
One was curious &another gentle
She believed her heart is a sacred treasure while he believed in passionate love
They met...
The exact suffocation started.
No!! They can't be together- her heart recited
He drawn into her eyes & held her hand firmly with a whisper
If I messed it up, allow me to fix it
Don't throw it away
Her world stopped there..
Every needle of the watch started rolling upside down
Who says Destiny doesn't exist?
Miracle happened
She wondered of her answer which was never before
They made a secret wish through a falling star
Like a fairy tale ending they lived happily together ever after..

-


19 MAY 2020 AT 9:37

When life chases you with a furious roar, just blink at it and run fast

-


Fetching @ @ Quotes