ମୁଁ ଦେଖିଛି ପ୍ରେମରେ କେବଳ ପୁଅଙ୍କୁ ହିଁ ବଦନାମ କରନ୍ତି ।
କିଏ କହେ କି ପୁଅମାନେ ପ୍ରେମରେ ଧୋକା ଦିଅନ୍ତି,
ତ' କିଏ କହେ ପୁଅମାନେ ଝିଅ ମାନଙ୍କ ଭାବନା ବୁଝି ପାରନ୍ତିନି ।
ତେବେ ମୁଁ କଣ ଭୂଲ ଶୁଣିଚି..
କି ଶାହାଜାହାନ ମମ୍ ତାଜ୍ ଙ୍କ ପାଇଁ ତାଜମହଲ ଗଢିଥିଲେ...
ଆକବର ଜ୍ୟୋଦ୍ଧାଙ୍କ ପାଇଁ ନା ହିନ୍ଦୁ ନା ମୁସଲମାନ ଦେଖିଥିଲେ ।
ଏବେ ଉତ୍ତର ଆପଣଙ୍କ ପାଖରେ...- ✍️ଉତ୍ସବ (SmileDonor)
11 FEB 2019 AT 21:08