If life is a game....
The only single word
"LOVE"
can change the whole game💕-
23 FEB 2020 AT 21:53
20 SEP 2020 AT 13:34
ତୁମେ ସବୁକିଛି ଶୁଣ,
ପ୍ରତିଥର ବେଶ୍ ଧୈର୍ଯ୍ୟଧରି
କିନ୍ତୁ ମୁଁ ବୋଧେ ସେତିକି ଧୈର୍ଯ୍ୟଧରି
ତୁମକୁ କହିପାରେନା
ମୋ ଅନ୍ତରର କଥା
ମୋ ଜିଭ ଉପରକୁ ଆଣିପାରେନା
ମୁଁ ପରାହତ ହୁଏ....
.............-
1 JUL 2020 AT 10:39
⭕❗⭕
My heartiest compliment and lot of good wishes to all on the auspicious day of Bahuda Jatra.
ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା।
🙏🙏 Jay Jagannath 🙏🙏
Stay blessed, Keep smiling-