ମୁଁ, କିଏ ??
ମୁଁ ଜାଣେନା।
ମୁଁ କିଏ କେବଳ ମୋ ମା ହିଁ ଜାଣିଛି,
ସେଥିପାଇଁ କହିବା ଆଗରୁ ସବୁକିଛି ବୁଝିପାରେ ସେ।
ମୋ ବାପା ଦୁନିଆର ସବୁଠାରୁ ଭଲ ବାପା ମୁଁ ଜଣେ,
କିନ୍ତୁ ସେ ତାଙ୍କର ମନ କଥା ଜାହିର କରନ୍ତିନି, କିନ୍ତୁ ସେ ସବୁ ବୁଝି ପାରନ୍ତି।
ବାପା ଆଉ ମା କୁ ଛାଡି ଦେଲେ ବହୁତ କମ ଲୋକ ବୁଝନ୍ତି ମୋତେ, ସେଥିପାଇଁ ସେମାନେ ମୋ ନିଜର।
ଜାଣେନି କିଛି ଲୋକଙ୍କ ଆଗରେ ନିଜକୁ ବୁଝେଇବାକୁ ଚେଷ୍ଟା କରିବି ହାରି ଯାଇଛି ମୁଁ।
ସେଥିପାଇଁ ତ ମୁଁ ଏଠି ଆଉ ବୁଝେଇବାକୁ ଚେଷ୍ଟା କରୁଥିବା ଲୋକଟା ଆଉ କଉଠି।
ମୁଁ, ଏକା ଆଉ ତୋ ଠୁ ଅଲଗା ।।
-