No one wants to spend
more money than they have to.-
हुनर का आईना किसे दिखाऊं?
यहां सब शकल से पहचानते है।
करूं निर्यात, कला को विदेशो में,
क्यूंकि वोही इसका मूल्य जानते है।-
You can't continue reservation system and prevent brain drain at the same time...........😂😂
-
Why we Indians don't do inventions and make discoveries like western countries?
(It's just my conjecture. Open for criticism and arguments. Not based on facts)
More than 70% of our population is too poor to worry about such things. The other 20% are busy searching for jobs and love of their lives. And the next 9% are too busy enjoying themselves. Rest 0.99% are busy making money. 0.01% are the only ones who think and work in that direction but even majority out of them, due to lack of resources and incentives, migrate to western countries.
Research and development has never been our forte in the modern world. The same is the case with education. Our youth is busy searching for jobs and that too mainly for getting married. The married ones are busy providing for their families. How can you even expect such things from our countrymen when we all care about is meeting basic needs? These things happen when one doesn't have to worry about the basic needs and is comfortable enough to pursue such endeavours.-
Brain Drain:
Creating noise to heal Corona,
Just to follow Pradhan Sewak,
As if acting as a responsible citizen,
And doing service to nation,
Instead of following proper isolation,
Reminiscent of entire world simultaneously feeding milk to Lord Ganesh,
When will the people start thinking.......-
ମନେ ପଡେ ଯଦି କଉ ଦିନ
ପୁରୁଣା ଅଲବମ ର କିଛି ଫଟୋ ଦେଖିନବ
ଯଦି ବେଳ ନଥିବା ତାହେଲେ
ଫେସବୂକ ର ଟାଇମ ଲାଇନ ଦେଖିନବ
କିଛି ପୁରୁଣା ସ୍ମୃତି ଦଉଡି ଆସିବେ
କିଛି ଅନୁଭୂତି ଆଖି କୁ ଭିଯାଇ ଦେବେ
କିଛି ଭାବନା ତୁମ ଆକଟ ର ଶୃଙ୍ଖଳା ଭାଙ୍ଗି ରୂପ ନେବେ
ହେଲେ ତୁମେ ଚାହିଁଲେ ବି ଭାଙ୍ଗି ପାରିବନି
ଟଙ୍କା କିଛି ଟା ର ମୋହ ଯାହା ନେଇଯାଇଛି ତୁମକୁ
ସାତ ସମୁଦ୍ର ର ସେପରିକୁ, ଆଉ ଗୋଟେ ରାଇଜ କୁ।
ମନେ ପଡେ ଯଦି କଉ ଦିନ
ପାଦ ଟିଏ ବଢେଇବ ପୁରୁଣା ସେ ରାସ୍ତା ରେ
ଫେରିବାକୁ ଚେଷ୍ଟା କରିବ ତୁମ ଗାଁ,
ତା ମଶାଣି ରେ ଜଳିଜିବା ଆଗରୁ,
ଫେରୁବାକୁ ଚେଷ୍ଟା କରିବ ତୁମ ସ୍ମୃତି ର ଚିତାଭସ୍ମ
କୋଉ ସହର ର ଧୁଆଁ ରେ ମିଶି ପ୍ରଦୂଷିତ ହବା ଆଗରୁ,
ଫେରିବାକୁ ଚେଷ୍ଟା କରିବ ତୁମର ସବୁ ସମର୍କ
ଅର୍ଥ ର ନିକିତି ରେ ତଉଲି ହୋଇ ଅନର୍ଥ ହବା ଆଗରୁ,
ଫେରିବାକୁ ଚେଷ୍ଟା କରିବ ତୁମ ଗର୍ବ
ତୁମ ପରିଚୟ କୁ ବଦନାମ କରିବା ଆଗରୁ।
ମନେ ପଡେ ଯଦି କଉଦିନ
ଦୀର୍ଘ ଶ୍ୱାସ ଟେ ନବ ଆଉ ନିଶ୍ୱାସ ରେ
ସବୁ ଅନୁଶୋଚନା କୁ ଚେତନା ବାହାରକୁ ଉଡେଇ ଦବ,
ଫେରିନପାରିବ ଯଦି ଦୁଇ ଠୋପା ଲୁହ ଝରେଇ ଦବ
ସେଇ ଲୁହ ଦୁଇ ଠୋପ ତୁମ ଗାଁ ରେ ବର୍ଷା ହୋଇ ଝରି ଯିବ,
ଝରି ଝରି ତୁମ ଚଲାପାଦଚିହ୍ନ ଲିଭେଇବାକୁ ଚେଷ୍ଟା କରିବ।
ବ୍ୟସ୍ତ ହବନି ବଦଳୁ ଥିବା ତୁମ ଗାଁ ତୁମ କୁ ବି ଭୁଲି ଯିବ
ତୁମ ସ୍ଵାକ୍ଷର ବଦଳି ଯିବ, ଚିହ୍ନା-ଚିନ୍ହ ସବୁ ଲିଭି ଯିବ
ହେଲେ ଫଟୋ ରେ ଧରା ପଡିଥିବା ସମୟ ଠିକ ସେମିତି ଥିବ।
ମନେ ପଡେ ଯଦି କଉ ଦିନ....
ପୁରୁଣା ଅଲବମ ର କିଛି ଫଟୋ ଦେଖିନବ।-