QUOTES ON #BARGARH

#bargarh quotes

Trending | Latest
20 APR 2020 AT 8:20

ख़ामोश हैं वर्तमान,
भविष्य का उम्मीद पे ।


Present is paused,
In the sake of Future.

-


25 JUN 2019 AT 21:27

कीसीसे इतना भी बात ना करो की
अपनी Attitude खो दो,
बीना मांगे कीसीको सलाह मत दो की
अपनी कदर खो दो,
कीसीसे इतना विश्वास मत करो की
उसका शीकार बन जाओ,
दील का हाल कीसीसे वयां मत करो की
उसका फायदा बन जाओ,
प्रेम करो पर खूद पर क्लेश मत आने दो....

विश्वास करो पर भोले मत बनो,
इमानदार बनो पर इस्तमाल मत होने दो,
दूसरों की सूनो पर अपनी आवाज मत खोने दो,
खूस रहो पर उस खूसी में कीसीको दूःख ना दो...

☆☞😊☜☆



-


22 OCT 2020 AT 16:38

ମୁଁ ତୂଳୀ ଧରି ବସିପଡ଼େ..
ଆଙ୍କିବି ବୋଲି ତୋ ଛବି,
ଗାର ସବୁ ଅଙ୍କାବଙ୍କା
କୁଆଡ଼େ ଯେ ଯାଏ ମାଡି,
କଳା ଦେହେ ରଙ୍ଗ ବୋଳି ଦେଲେ
ଜଣା ଯାଏ ସେ ମୋ ଚକାଆଖି ।

-


4 AUG 2019 AT 0:11

ବନ୍ଧୁତ୍ୱ

ସୁଖ ଏବଂ ଦୁଃଖ ର ଏ ନିଆରା ଦୁନିଆଁ ରେ
ସ୍ନେହ,ପ୍ରେମ,ଆନନ୍ଦ ର ବନ୍ଧନ ଡୋରି ରେ
ଜୀବନ ର ସତ୍ୟତା ଉପଲବ୍ଧି ହୁଏ ।
ଦୁଃଖ ରେ ହେଉ ଅବା ସୁଖ ରେ
ଘୃଣା ରେ ହେଉ ଅବା ପ୍ରେମ ରେ
ପ୍ରଶଂସା ରେ ହେଉ ଅବା ଅପମାନ ରେ
କ୍ରୋଧ ରେ ହେଉ ଅବା ଶାନ୍ତି ରେ
ଯିଏ ଟପିଯାଏ ହୃଦୟ ର ସୀମା ରେଖା କୁ
ସିଏ ରହିଯାଏ ଅଭୂଲା ପ୍ରତିବିମ୍ୱ ଟିଏ ହୋଇ
ଏ ମନ ରୂପକ ଆଇନା ରେ
ପରିଚିତ ହୁଏ ଯେ ବନ୍ଧୁତ୍ୱ ନାମ ରେ ।
ଯାହା ରଙ୍ଗୀନ ସଂପର୍କ ରେ ଭରା
ଗୋଟିଏ ଶାନ୍ତି ର କୂଳ,
ଯାହା ହୃଦୟ ବଗିଚା ର ଏକ ସଜ ଗୋଲାପ ।
ବନ୍ଧୁ ଙ୍କ ଗହଳେ ଲାଗେ ସାରା ଦୁନିଆଁ ଏଠି ଛିଡା
ସୁଖ,ଦୁଃଖ,ହସ,ଲୁହ ର ଡୋରି ରେ ବନ୍ଧା ।
ବନ୍ଧୁତ୍ୱ ର ପ୍ରମ ଡୋରି ଥାଉ ଚିର ଦିନ ବାନ୍ଧୀ
ରହୁ ଏ ବନ୍ଧୁତ୍ୱ ଚିର ଅମର ହୋଇ ,
ଇଶ୍ୱର ସୃଷ୍ଟି ରେ ଏ ଯେ ସୁନ୍ଦର ମୁରତି ।

-


18 JUN 2019 AT 12:14

Har muskil hal ho jati hai
Jab friends kahete hai-
'' Jo ho yaa naa ho main har waqt tere sath hun''😊

Har wo muskil dur ho jate hai
Jab baba kehete hai -
'' mere laado toh sab kuch kar sakti
hai ''😇

Har wo muskil khatm ho jate hai
Jab Maa kahe -
'' Meri beti toh har muskil kaa muqaabla kar paati hai''😚

Har muskil dur ho jaati hai
Jab behen sath deti hai 👭

Har muskill dur ho jati hai
Jab bhai kehti hai -
'' mere hote hue tujhe koi muskill
nahin aega ''👫

Or ye muskill kyesaa jab
paivaar ho sath😊



-


27 APR 2020 AT 13:49

ଜଳୁଛି ଦିପାଳୀ
ଆଜି ତା'ର ମର୍ମ ଅନ୍ତେ ଫୁଟି ଉଠିଥିବା
ଏକ କଥା,ବ୍ୟଥା,କଷ୍ଠ ,ବ୍ୟାଧି
କେତେ କଣ କୁ ନେଇ ।
ଜଳୁଛି ଦିପାଳୀ
ଆଜି ତା'ର ପରିଚୟ କୁ ନେଇ
ଖୋଜୁଛି ତା' ମଧ୍ୟେ ଥିବା
ଏକ ପ୍ରସୂନ ଅବା ଭୃଙ୍ଗ କୁ ନେଇ ।
ଜଳୁଛି ଦିପାଳୀ
ଆଜି ତା'ର ଅସ୍ତିତ୍ୱ କୁ ନେଇ ,
ଜଳୁଛି ସେ ନାରୀ ହୋଇ ଏକ ନାରୀ ର
ସଂଜ୍ଞା କୁ ଖୋଜି ।

-


13 SEP 2021 AT 16:32






-


19 MAY 2020 AT 9:05

You are like me
Black as well as dark ,
Who never change colour ...

-


5 OCT 2020 AT 8:15

Accept the quality of guide instead of quantity.

-


26 AUG 2020 AT 8:10

Argument is a
living creatures
which have head
but no tail.

-