ଉପରକୁ ପଥର ପରି ଅଭଙ୍ଗା
ଭିତରେ ତରଳି ଯାଉଥିବା ମଣିଷଟି ହିଁ ବୋଧେ "ବାପା "-
💐🎂💕Happy Father's day Best day of Life's💕🎂💐 💕🎂💐Happy father's day Bapa💕🎂 💐✍️
🙏🙏🙏🙏-
2122 1212 22
कौन था जो छुपा रहा मुझमें,
शोर सा इक उठा रहा मुझमें।
लाख कोशिश की छोड़ दे मुझको,
वो मगर बस बपा रहा मुझमें।
दिल खराबा हुआ है मुद्दत से,
"कुछ दिनों तो ख़ुदा रहा मुझमें"।
हमनें लब सी लिए थे अब अपने,
चुप सा वो भी पड़ा रहा मुझमें।
दूरी कुछ इस क़दर बढ़ी उससे,
दिल सिसकता बड़ा रहा मुझमें।-
ମାନୁଛି ମା ର ହାତରେ ଅମୃତ ପରସ ଥାଏ |
ବାପାଙ୍କ ହାତରୁ ଖାଇଛ କି
କେବେ ଭୁଲିହବନି ମଲା ଯାଏଁ |-
While the whole India calls its daughters "Beta"
An Odia Father addresses her
"Maa" ❤-
The vastness of your love,
Is comparable to the sky.
I am just a cloud,
An insignificant passerby.
Sometimes I collide with the self,
Causing thunderous rupture,
Yet with your magnanimity,
You forgive my blunder.
Occasionally you scold,
With a look so stern,
Your intentions are pure,
You want me to learn,
In your heart, for all I know,
You want your son to shine like the sun.-
Kya dua🤲karun unke💕 liye....
Jinka (ma❣️bapa)dua🤲 mein hun......-
ବାପା.....
ଜଞ୍ଜାଳ ସବୁ କୁ ମୁଣ୍ଡେଇ
ଅସୀମ ଧୋର୍ଯ୍ୟ ଆଉ ସାହାସ ରଖି
ହାଥ ଧରି ରାସ୍ତା ଦେଖାଉ ଥିବା ଗୋଟେ
ମଣିଷ ର ନାଁ ବାପା.....
କୋଠରତା ଆଉ ଅନୁଶାସନ ଭିତରେ
ନିଜ ପ୍ରେମ କୁ ଲୁଚେଇ ରଖିଥିବା ଗୋଟେ
ମଣିଷ ର ନାଁ ବାପା.....
ଜୀବନରେ କମେଇଥିବା ନିଜ ପରିଚୟ କୁ
ଦେଇ ଦେଇ ପରିଚିତ କରୁଥିବା ଗୋଟେ
ମଣିଷ ର ନାଁ ବାପା.....
ସବୁ ସ୍ୱପ୍ନକୁ କୁ ସାକାର କରିବାର
ସାମର୍ଥ୍ୟ ରଖୁ ଥିବା ଆଉ
ଶ୍ରେୟମାଗୁ ନଥିବା ଗୋଟେ
ମଣିଷ ର ନାଁ ବାପା.......
ସବୁ ବାଜି ଜାଣି ଜାଣି ହାରିଯାଇ
ଜିତାଉ ଥିବା ଗୋଟେ ଅପରାଜୟ
ମଣିଷ ର ନାଁ ବାପା......
-
Car ka sapna dekh ke
koi scooter pe ghumta tha
Mere lie koi raat ko
der se ghar laut ta tha
Apni khusi chhod ke
jo meri fikar karta tha
Jeet meri hoti thi to
khusi usko milta tha
Uske bare me kya likhun
jisne mujhe hi likha hai
Haath pakad kar mujhe
jisne chalna sikhaya hai-