ମୋର ପ୍ରେରଣାର ଉତ୍ସ ଆଉ ସର୍ବଦା ଆଗକୁ ବଢିବାକୁ ଉତ୍ସାହିତ କରୁଥିବା ଓ ସାହସ ଦେଉଥିବା Smruti ଦିଦି, Bina ଦିଦି, Srikant ସାର୍, Sachikanta ସାର୍, Arghya ଓ Alok Nandaଙ୍କ ନିକଟରେ ମୁଁ ଚିର ଋଣୀ। 🙏
ମୋତେ ଅନୁପ୍ରାଣିତ କରୁଥିବା ଲେଖକ ଓ ଲେଖନୀ ମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ ଶୁଭକାମନା ।
Punam Sahoo, Alekha Chandra Behera, A P Subhakant Samal , Adyasha Priyadarshini Das, Amit Narayan Satpathy, Pritipadma Dash , Manas Dash , Sai Sudeep, Silpashree B, Sudhamayee Meher, Abhilipsa Sahoo
କିଛି କାରଣ ବଶତଃ yqbhaina ପରିବାରର ଅନେକ ସଦସ୍ୟଙ୍କୁ ଜାଣିବାର ଓ ପଢିବାର ସୁଯୋଗ ପାଇନଥିଲି। ଆଶା କରେ ଆଗକୁ ସେମାନଙ୍କ ସୁନ୍ଦର ରଚନା ସବୁ ପଢିବାର ସୌଭାଗ୍ୟ ମିଳିବ।
Binesh Samal, Dipti R Sahoo, Somi Dhar, Amritesh Khatua
ଆପଣଙ୍କ ଲେଖନୀ ଆହୁରି ବଳିଷ୍ଠ ହେଉ ଏହାହିଁ କାମନା।
-