ସଂଗୀତା
ତୁମ ମୁହଁ ଦେଖେ ଖୋଲିଲେ ମୁଁ ଆଖିପତା
ଭାବନାର ରଙ୍ଗତୁଳିରେ ପଡ଼ିଲେ ତୁମ ଛିଟା
ସ୍ଵାଦହିନ ନୀର ବି ମନେ ହୁଏ ଖଟା ମିଠା
-
ମନର ପରଦା ରେ ଉଙ୍କି ମାରି ବସିରହେ
କିଏ ପ୍ରଶ୍ନ କଲେ ଉତ୍ତର ସେ ନ ଦିଏ
ଏ ତାର ନିରବତା ନା ମନର ଭ୍ରମଟିଏ
ଯେତେ ଅବା ଦୁରକଲେ ତା ଭିତରେ ଫସିରହେ
ଜାଣିଛ କି ସେ କିଏ ?
-
ଟିପି ଟିପି ମେଘ ଦେଖି ମନ ହେଲା ଉଲ୍ଲାସ
ଦେହ ସାରା ଶିହରଣ ଗଛ ତଳ ହେଲା ବାସ
ଭଅଁରଟା ମନେ ଜାଣି ଆସିଥିଲା କରି ଆଶ
ଗୋପନୀୟ କଥା କେତେ ହେଲା ଯେ ପରଦାଫାସ-
जब बारिश आती है,
तुम याद आते हो,
मैं भीग जाता हूँ,
तुम खो जाते हो।-
ରୂପ ତୁମ ସୁନା ହରିଣୀ ପରି
ଚାହାଣି ଦିଏ ହାଣି
ରୁହନାହିଁ ଆଉ ମନକୁ ମାରି
ହୋଇଯାଅ ମୋ ଘରଣୀ
-
ତାପସି
ତୁମ ପ୍ରେମରେ ମୁଁ ହେଲି ତପସୀ
ମୋ ଆଖିରେ ତୁମେ ଯାଅ ଝଲସି
ଇଚ୍ଛା ହୁଏ ଦବାକୁ ତୁମ ପାଦ ଆଉଁସି
ତେବେ କେଉଁ ଅପରାଧରେ ମୁଁ ହେଲି ଯେ ଦୋଷୀ
ଚାଲିଗଲ ତୁମେ କିଛି ନକହି ରୁଷି
-
ରିଧୁ
ତୁମ କଥା ରୁ ଝରିଯାଏ ମଧୁ
କଣ ଏମିତି କଲ ତୁମେ ଯାଦୁ
ମୁଁ ହେଇଗଲି ତୁମ ଚନ୍ଦ୍ରବିନ୍ଦୁ-
ରିଧିକା
ତୁମେ ମୋ ମନର ନାୟିକା
ତୁମ ବିନା ସତେ ଶ୍ରାବଣ ଲାଗେ ଫିକା
ଛାଡି ଚାଲିଗଲ ମତେ କରି ଏକା
କାହିଁ ଏବେ ମନେପଡୁଛ ଏତେ ଅଧିକା
ଇଚ୍ଛା ହୁଏ କରିବାକୁ ଅଦିନେ ଦେଖା
-