1 JUL 2020 AT 11:03

Lord jagannath along with his brother & sister is returning to" shri mandir"
After eating" poda pitha"at "Mausi maa mandir" & a stay of 9 days at there..
ମାଉସୀ ମା ମନ୍ଦିରରେ ୯ ଦିନର ରହଣୀ ପରେ ଏବଂ "ପୋଡ ପିଠା" ଖାଇ ସାରିବା ପରେ ପ୍ରଭୁ ଜଗନ୍ନାଥ , ଭାଇ ଭଉଣୀଙ୍କୁ ସାଂଗରେ ଧରି "ଶ୍ରୀ ମନ୍ଦିର" କୁ ଫେରୁଛନ୍ତି।🙏

-