Shubhasmita Das   (©Alluring Amalgamation)
1.1k Followers · 294 Following

read more
Joined 13 June 2017


read more
Joined 13 June 2017
9 FEB AT 21:34

It's easier to decieve self
in the disguise of 'defence'
than having the courage
to accept and own your doings
and their consequences.

-


2 FEB AT 6:28

Oh but February is
another month in my calender
to count days, not events.

-


2 FEB AT 6:21

As love touches
I transform (to)
your Midas gold.

-


2 FEB AT 6:16

Stars fall apart
with lights
to attain 'Dark'

-


1 FEB AT 14:19

ବୋଧ ହୁଏ ମୁଁ ହେଇ ପାରିନି,
ସେ ଶବ୍ଦର ସଂଜ୍ଞା,
ସେ ବ୍ୟାଖ୍ୟାର ସମୀକ୍ଷା,
ସେ ଶୋଚନାର ସମାପ୍ତି,
ସେ ଅନୁସନ୍ଧିଚ୍ଛାର ପୂର୍ତ୍ତି l

ବୋଧ ହୁଏ ମୁଁ ହେଇ ପାରିନି,
ସେ ତ୍ୟାଗର ପରାକାଷ୍ଠା,
ସେ ମହନିୟତାର ପରିଭାଷା,
ସେ ବିକୃତିରୁ ବିରତି,
ସେ ଅଭିଳାଷାର କୃତି l

ବୋଧ ହୁଏ ମୁଁ ଆଜି ବି,
ଅପରିଚିତା, ଅନଭିଜ୍ଞା,
ଅପରିଣାମଦର୍ଶୀ, ଆତୁରା,
ଅଶିକ୍ଷିତା, ଅଣାୟତ୍ତା,
ଅନିୟମିତା, ଅକିଞ୍ଚିନା ଟେ,
ଯାହାର ଅସ୍ମିତା ନାହିଁ, ଅସ୍ତିତ୍ବ ବି ନାହିଁ l

-


1 FEB AT 13:59

People are the best lessons one can learn in life.

-


1 FEB AT 4:43

ଶୀତ ରାତିରେ କାଳେ ଭଲ ନିଦ ହୁଏ l ହେଲେ, ମୁଁ ଶୋଇ ପାରୁନି l ଯେତେ ଚେଷ୍ଟା କଲେ ବି, କମ୍ବଳର ଉଷ୍ମତା ମୋତେ ନା ଆରାମ ଦେଇ ପାରୁଛି, ନା ଦେଇ ପାରୁଛି ନିଦ l ଆଖି ପତା ପଡୁ ପଡୁ, ଥର କୁ ଥର ମୁଁ ଉଠି ପଡୁଛି, ଅନିଶ୍ଚିତତା ଆଉ ଶୋଚନାର ଦସ୍ତକରେ l ମୁଁ କଣ ପାରିନି? ମୁଁ କଣ ଆଉ ପାରିବିନି? ମୁଁ ହିଁ କାହିଁକି? ଏମିତିଆ ଅନେକ ପ୍ରଶ୍ନ ମୋତେ କ୍ଷତାକ୍ତ କରି ଚାଲିଛନ୍ତି, ଅବିଶ୍ରାନ୍ତ ଭାବରେ l ମୁଁ ନିରୁତ୍ତର, ନିରୁପାୟ l ଏଣୁ ତେଣୁ ଶବ୍ଦ ଯୋଡି ଉତ୍ତରଟେ ଗଢୁ ଗଢୁ ଘଣ୍ଟା କଣ୍ଟାର ଆବାଜରେ ମଣିଷରୁ ପୁଣି ଚାକିରିଆଟେ ପାଲଟିଯିବା କଥା l କିଏ ଆଉ ସେ ଉତ୍ତର - ପ୍ରତ୍ୟୁତ୍ତରର ଜାଲରେ ପଡିବ ?

ଶୀତ ଦିନ ସରିଗଲେ ବୋଧ ହୁଏ ନିଦଟା ଆସିଯିବ l

-


1 FEB AT 4:09

वक़्त तो बेईमान रहा हमेशा,
उम्मीद जो टूटी, बस तुझीसे थी l

-


1 FEB AT 4:06

बिखरने के बाद पता चला,
समेट कर क्या खोया हमने l

-


1 FEB AT 3:55

What burns in me
ain't the light,
but the fumes from
mixed shades
of Grey, Brown,Dark
and undefined.

-


Fetching Shubhasmita Das Quotes