6 JUL 2024 AT 7:01

ଶରତ ଋତୁ ବିନା,

ଗଛରେ ଯେପରି ନୂଆ ପତ୍ର ଆସେ ନାହିଁ,
ସେହିପରି
କଷ୍ଟ ଏବଂ ସଂଘର୍ଷର ସମ୍ମୁଖୀନ ନହେଲେ.

ଭଲ ଦିନ ଆସିବ ନାହିଁ |

- manas kumar kar