24 JUN 2021 AT 0:26

ଯାହା ଦିନେ ଆରମ୍ଭ ହୋଇଥିଲା
ତୁମ ରଫ୍ ଖାତାର ଶେଷ ଫର୍ଦ୍ଦରୁ
ହଁ ନହେଲା ନାହିଁ
ନା ବୋଲି କହି
ଶେଷ କର ଏ ମିଛ ବନ୍ଧୁତା..

- lips_a