TRUST
A simple word called as TRUST, but it’s not that simple. When a TRUST is broken means broken, there is nothing left to trust once again. Never try to break someone’s belief in you as , you never know what disaster it can bring to you. Life is there to simplify it, don’t make it complex for your simple pleasure, else nothing will remain except ashes of love and faith.-
I used to think
The more you grow old
The more you are free from burdens,
But Alas!
Now I realised
How free i was at that time
Seriously
Now life is going through hurdles.-
लगे है उनको वो हमे है पहचानते,
पर सायद अब भी वक्त और बाकी है।
लगता है उन्हें हम कुछ भी नहीं जानते,
पर सायद अब और जानना भी नहीं चाहते।
कितनी बार मिन्नते किए थे,
कितनी बार समझाया भी करे थे,
पर वक्त का तकाजा भी अजीब है,
वो फिर से पुराने यादें ताजा कर चले।
हमे अब किसीसे गीला शिकवा और नहीं,
न और इस दिल को कोई आस है,
हम अंदर ही अंदर जो गुरुर किया करते थे,
न जाने कब वो धीरे धीरे तोड़ चले।
ए जिन्दगी तुझसे बस वफा की उम्मीद की थी,
तू मेरा हो बस यही एक ख्वाइश की थी,
पर जाने क्यों वो ख्वाइश अब अधूरी हो गई,
न जाने कहां हमसे फिर गलती हो चली।-
ଅନ୍ଧ ଥରେ ବାଡି ହଜାୟେ
ହେଲେ ବାରମ୍ବାର ହଜେଇଲେ
ସେଟା ବାସ ତା ପ୍ରକୃତି।
ସେମିତି ମଣିଷ ଭୁଲ ନିଶ୍ଚିତ କରେ
ହେଲେ ଜାଣି ଶୁଣି ପୁଣି ଭୁଲ କଲେ,
ସେଟା ବି ତା ପ୍ରକୃତି।
ଆମେ କେବେ କାହାର ପ୍ରକୃତି କୁ ବଦଳାଇ ଦେଇ ପାରିବାନି। ନା ହିଁ ବାରମ୍ବାର କାହାକୁ ହାତ ଧରି ଧରି ଚଲେଇ ପାରିବା। ମଣିଷ ଯେବେ ସ୍ଵତଃ ନିଜ ବିବେକ କୁ ନ ପଚାରି ,ଯେବେ ବି ପାଦ ଆଗକୁ ବଢ଼େଇଛି, ତେବେ ତେବେ ତାର ଦୁଷ୍ପରିଣାମ ମଧ୍ୟ ଭୋଗିଛି । ତେଣୁ ମଣିଷକୁ ନିଜର ବୁଦ୍ଧି ଓ ବିବେକ ଲଗାଇବାକୁ ଛାଡି ଦିଆ ଯାଉ। ଯଦି ସେ ବୁଝି ଯାଏ ତେବେ ଭଲ ନହେଲେ ତାକୁ ତା ବାଟରେ ଛାଡି ଦେବାଟା ହିଁ ପ୍ରଜୁର୍ଯ୍ୟ।
ଆଜି ପାଇଁ ଏତିକି ମୁଁ ଚାଲିଲି।
#ବିନ୍ଦୁଭାବାନା #ମୋସବ୍ଦ-
କାହା ପଛରେ ଧାଇଁବା ଅପେକ୍ଷା
ନିଜ ପରିଚୟ ନିଜେ ଗଢ଼ିବା ହି ବେଶ ଭଲ।
ଲୋକଙ୍କ ଏପଟ ସେପଟ କଥା ଶୁଣିବା ଅପେକ୍ଷା,
ନିଜ ବୁଦ୍ଧି ବିବେକ ଲଗେଇ କାମ କରିବା ହିଁ ଭଲ।
ସମ୍ମାନ ପାଇଁ ସମସ୍ତଙ୍କ ଠାରୁ ଭିକ୍ଷା ମାଗିବା ଅପେକ୍ଷା,
ନିଜକୁ ସମ୍ମାନ ଯୋଗ୍ୟ କରିବା ଟା ହିଁ ଅଧିକ ଭଲ।
ନିଜକୁ ଦୁର୍ବଳ, ମୂର୍ଖ, କିମ୍ବା ଘୃଣ୍ୟ ମନେ କରିବା ଅପେକ୍ଷା,
ନିଜକୁ ସବଳ, ବୁଦ୍ଧିମାନ ଏବଂ ଯୋଗ୍ୟ ଭାବିବା ହିଁ ଭଲ।
ମଣିଷ ତେବେ ହାରେନି ଯେବେ ଭାଗ୍ୟ ତାକୁ ହରାଇ ଦିଏ, ମଣିଷ ତେବେ ହାରେ ଯେବେ ସେ ନିଜେ ଭାଗ୍ୟ ଆଗରେ ହାର ମାନି ନିଏ। ମଣିଷର ପରିଚୟ ଖାଲି ଭାଗ୍ୟ ନୁହେଁ, ବେଳେ ବେଳେ ତା କର୍ମ ଆଉ ଦୃଢ଼ ବିଶ୍ବାସ ଗଢିଥାଏ। କେବେ କାହା ଆଗରେ ଗୁହାରି ପଡ଼ିବା ଅପେକ୍ଷା, ନିଜ ଓଜନ ଜଣେ ଯଦି ବୁଝି, ନିଜର ଭବିଷ୍ୟତ ଗଢ଼ିବାକୁ ଚେଷ୍ଟା କରିଥାଏ, ତେବେ ଆଜି ହେଉ କିମ୍ବା କାଲି ସେ ଦିନେ ନା ଦିନେ ସଫଳତା ନିଶ୍ଚିତ ପାଇଥାଏ।
କର୍ମ ହିଁ ଜୀବନ ଆଉ କର୍ମ ହିଁ ଧନ।
ଆଜି ପାଇଁ ଏତିକି ମୁଁ ଚାଲିଲି।
-
କେଡେ ଯେ ଅଦ୍ଭୂତ
ତୁମର ଆମର ଏ ସମ୍ପର୍କ
କେବେ ମଧୁମୟ କେବେ ବିଷମୟ
କେବେ କୋଳାହଳ କେବେ ଶାନ୍ତ
କେବେ ଲାଗେ ଶେଷ ତ କେବେ ଅନନ୍ତ।
ଭାବେ ବେଳେ ବେଳେ ସତରେ
ଏଇ ସଂସାର ରେ
ଏମିତି ଅଛି ଅନେକ ସମ୍ପର୍କ
ଯାହା କେବେ ବୁଝା ପଡେନି
ଆଉ ବୁଝା ପଡ଼ିଲେ ବି ବୁଝି ହୁଏନି।
କେବେ ଲାଗେ ସବୁ ହିଁ ନିଜର
କେବେ ଲାଗେ ସତରେ ସବୁ ପର
ଭିତରେ ଗୁଞ୍ଜି ଉଠେ ଚିତ୍କାର
କହିବାକୁ ଚାହେଁ ଅନେକ କଥା
ହେଲେ ରହିଯାଏ ମୌନ ବିଚାର।
ଶୁଣିବାକୁ ଚାହୁଁଛି ହେଲେ ଶୁଣି ପାରୁନି,
ମନ ଭିତର ଉଙ୍କା ମାରୁଛି
ହେଲେ କାହିଁ କେଜାଣି ବୁଝା ପଡୁନି,
ଯଦି ନୁହଁ ତୁ ମୋର
ତେବେ କହ ଲୋ ସମ୍ପର୍କ ତୁ ବା କାହାର।
-
"ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ
ମଣିଷ ପ୍ରକୃତି ମଲେ ତୁଟେ"
ଏଇ ଢଗ ଟି ବିଷୟରେ ସମସ୍ତେ ଅବଗତ
ବିଷ ବାଣ୍ଟୁ ଥିବା ବ୍ୟକ୍ତି ଠୁ ଅମୃତର ଆଶା ରଖା ଯାଏନି,
ଛଳ କରୁଥିବା ବ୍ୟକ୍ତି ଠୁ ବାସ୍ତବିକତାର ଆଶା ରଖା ଯାଏନି,
କଣ୍ଟା ରେ ଚାଲିଲେ ପାଦ ଫୋଡ଼ି ରକ୍ତାକ୍ତ ହୁଏ,
ସେଭଳି ଲୋକଙ୍କ ଠୁ ମଧୁର ବନ୍ଧନର ଆଶା ରଖା ଯାଏନି।
ଜାଣି ଜାଣି ବିଷ ପିଇଲେ ମୃତ୍ୟୁ ସୁନିଶ୍ଚିତ,
ଜାଣି ଜାଣି ଖରାପ ଲୋକଙ୍କ ସହ ମିଶିଲେ ଖରାପ ଘଟିବା ସୁନିଶ୍ଚିତ,
ମଧୁର ବଚନ କହି ପିଠିରେ ଛୁରି ମାରୁଥିବା ବ୍ୟକ୍ତି,
ସେଭିଲିଆ ମଣିଷ ଠୁ ପ୍ରକୃତ ବନ୍ଧୁତ୍ୱ ର ଆଶା ରଖା ଯାଏନି।
ମଣିଷ ପ୍ରକୃତି ଯାହା ଜନ୍ମରୁ ତା ହି ସତ୍ୟ,
ପରିସ୍ଥିତି ର ପ୍ରଭାବ ବାସ କିଞ୍ଚିତ ମାତ୍ର,
ସବୁ ଜାଣି ସୁଦ୍ଧା ଅଜଣା ଯଦି କେବେ ସାଜ,
ତେବେ ଦୁଷ୍ପରିଣାମ ହିଁ ମିଳିବ, ଏତିକି କଣ ବୁଝା ପଡ଼େନି।-
ମୁଁ .... ହଁ ମୁଁ
ମୁଁ ସବୁ ଜାଣିଛି, ମୋଠୁ ଅଧିକ କେହି ନୁହେଁ,
ବାସ ଏତିକି ହିଁ ମଣିଷର ପ୍ରକୃତ ପ୍ରକୃତିକୁ ବୁଝେଇ ଦିଏ।
#ମୋଶଦ୍ଦ #ମୋଭବନା #ମଧ୍ୟରାତ୍ରି #ଚିନ୍ତା
ଅଭିମାନ ଆଉ ଅହଙ୍କାର ମଝିରେ ,
ଗୋଟେ ଛୋଟ ସରଳ ରେଖା ଟି ଥାଏ।
ଅଭିମାନ ଯଦି ତା ରେଖା ଡେଇଁ ଯାଏ,
ତେବେ ତା ଅହଙ୍କାର ରେ ପରିଣତ ହୁଏ ।
ଆଉ ସେଇ ଛୋଟ ଅହଙ୍କାର ମଧ୍ୟ,
ବଡ ବଡ ବନ୍ଧନକୁ ଭାଙ୍ଗି ଦେଇଥାଏ।
ଆଜି ପାଇଁ ଏତିକି ମୁଁ ଚାଲିଲି 😁😁-
ଆମ ସମସ୍ତଙ୍କ ଭିତରେ ଅଛି
କିଛିଟା ଅଭିମାନ , ଗର୍ବ ଆଉ ଅହଙ୍କାର।
ହେଲେ ଯଦି ଏହା ଅଳ୍ପ ରୁ ବହୁଳ ହୋଇଯାଏ,
ତେବେ ଏହା ମଣିଷକୁ ନଷ୍ଟ କରିଥାଏ।
ପ୍ରତ୍ୟେକ ମଣିଷର ସ୍ୱାଭିମାନ ରଖିବା ଜରୁରୀ
ହେଲେ ଅହଁ ରଖିଲେ ତେବେ ପତନ ଘଟିବ ନିହାତି।
ତେଣୁ ମୋର କହିବାର ଅର୍ଥ ହିଁ ଏତିକି
ନିଜକୁ କର ସମ୍ମାନ ପାଇବା ପାଇଁ ଉପଯୋଗୀ।
ନିଜକୁ ବଡ ଭାବି ଅନ୍ୟକୁ ତାତ୍ସାଲ୍ୟ କର ନାହିଁ ,
କିଏ ଜାଣେ ସମୟ କରିଦେବ କେବେ ତୁମକୁ
ଅସମ୍ମାନର ଭାଗି।
-
जब तक दूसरो की खुशी से जलोगे,
तब तक बस जलते ही रहोगे।
जब तक अंदर में नफरत भरोगे,
उस नफरत में खुद भी जलोगे।
किसकी खुसी में खुस न हो सको,
तो कैसे इंसान हो तुम।
किसकी हंसी में साथ हंस न सको,
तो कैसे इंसान हो तुम।
माना दुनिया में सभी सही नहीं,
है खामियां भी हर किसीमे कई।
जब चांद में भी दाग है,
तो तुम इंसान क्या हो भई।
जब तक दूसरे की कामयाबी से जलोगे,
तब तक कामयाब न हो सकोगे तुम।
जब तक किसके काम न आ सकोगे,
तब तक बस आम ही रहोगे तुम।
-