9 FEB 2019 AT 19:15

ନୀରବତା
କେବେ ସାଜେ ପରିଣାମ ସନ୍ତାପର
କେବେ ପୁଣି ପରିତୋଷ ଖୁସି ଅମାପର ।

ନୀରବତା
କେବେ ସାଜେ ସ୍ୱର ଆନ୍ଦୋଳନ ର
ତ କେବେ ପୁଣି ଲକ୍ଷଣ ସମ୍ମତି ର ।

- Adyasha