Soubhagya Supertune   (G.SOUBHAGYA)
193 Followers · 700 Following

A Writer
Joined 10 December 2020


A Writer
Joined 10 December 2020
YESTERDAY AT 13:11

ସ୍ୱାଭିମାନୀ ଲୋକଟିକୁ ମାରିବାକୁ ଅସ୍ତ୍ର , ଶସ୍ତ୍ର କି ଷଡଯନ୍ତ୍ରର ଆବଶ୍ୟକତା ପଡେନି ।
ସେ ସେତେବେଳେ ବଞ୍ଚି ଥାଉଥାଉ ବି ମରିଯାଏ ଯେତେବେଳେ ଅନ୍ୟମାନଙ୍କ ସାମ୍ନାରେ ତା' ମୁଣ୍ଡ ତଳକୁ ହେଇଯାଏ ।

-


17 MAR AT 22:27


କିଛି ବିକୃତ ମାନସିକତାର ଲୋକ ଏବେ ବି ଅଛନ୍ତି ଯୋଉମାନେ 2024 ରେ ବି ପୁଅଟିଏ ହେଉ ବୋଲି ଆଶୀର୍ବାଦ କରନ୍ତି😃😀😃

ଚୁଲିକି ଯାଉ ତମ ଆଶୀର୍ବାଦ😡😡😡

-


8 MAR AT 12:17

ନାରୀ ମଥାର ଲାଲ୍ ସିନ୍ଦୁର ବିପଦ ସଂକେତର ସୂଚନା ନ ହେଉ,
ହାତର ଶଙ୍ଖା ଆଉ ପାଦର ପାଉଁଜି ହାତ ପାଦର ଶିକୁଳି ନ ସାଜୁ,
ଗଳାର ମଙ୍ଗଳସୂତ୍ର ଫାଶୀଦଉଡି ସାଜି ତା'ର ଜୀବନ ନ ନେଉ ।

*ନାରୀ ସୁ୍ସ୍ଥ ରହୁ,ସୁରକ୍ଷିତ ରହୁ*

-


8 MAR AT 12:05

ନାରୀ ଏ ଦେଶଟାକୁ ନିଜ ହାତମୁଠାରେ ରଖି ଶାସନ କଲାଣି ,
ନାରୀ ସୀମାନ୍ତରେ ଯୋଦ୍ଧା ସାଜିଲାଣି,
ନାରୀ ଆକାଶରେ ଉଡିଲାଣି,ପାଣିରେ ବୁଡିଲାଣି,
ଏଭରେଷ୍ଟ୍ ଚଢିଲାଣି ।

ଆଉ ଏଠି ସ୍ୱାମୀ ତା ସ୍ତ୍ରୀକୁ ପଚାରୁଛି -
ମୁଁ ତ ବାହାରେ କାମ କରୁଛି ।
ତୁ ଦିନସାରା ଘରେ ବସି କରୁଛୁ କ'ଣ ????????
ଘରେ କି କାମ ଯେ !!!!

-


8 MAR AT 11:27

ନାରୀ ଅବଳା କି ଦୁର୍ବଳା ନୁହେଁ,
ନାରୀ ଜନନୀ ଭଗିନୀ ଜାୟା
ଏହା ଗୀତାରେ ବର୍ଣ୍ଣିତ ।

ନାରୀ ଲକ୍ଷ୍ମୀ,ନାରୀ ସରସ୍ୱତୀ,
ଆଉ ନାରୀ ହିଁ ଦୁର୍ଗା ।

ନାରୀର ମୂଳ ରୂପ ଲକ୍ଷ୍ମୀ ସରସ୍ୱତୀଙ୍କ ପରି ସର୍ବଦା ଶାନ୍ତ,ସରଳ ଓ କମନୀୟ,
କିନ୍ତୁ ଦୁର୍ଗା ନାରୀର ମୂଳରୂପ ନୁହେଁ,ଏହା ନାରୀର ସ୍ୱଳ୍ପ ସମୟର ଏକ ଅବତାର ମାତ୍ର ।

ପୁରୁଷ ସମାଜର ଅତ୍ୟାଚାର ବିରୁଦ୍ଧରେ ସେ ଯୁଗେଯୁଗେ ସ୍ୱର ଉଠାଇଛି,ନିରୁପାୟ ହୋଇ ବିଶ୍ୱକଲ୍ୟାଣ ପାଇଁ ସେ ଦୁର୍ଗା ଅବତାର ନେଇଛି ଆଉ ଆଗକୁ ନେଉଥିବ ମଧ୍ୟ ।

♥ଆନ୍ତର୍ଜାତିକ ନାରୀ ଦିବସର ଅନେକ ଶୁଭେଚ୍ଛା ଆଉ ଶୁଭକାମନା♥

-


7 MAR AT 23:31

*ସେ ଆଉ ତୋ ସ୍ମୃତି*

ସେ ମତେ ଠେଲିଦିଏ କଳା କିଟମିଟ୍ ଅନ୍ଧାରର ବନ୍ଦୀଗୃହକୁ,
ତୋ ସ୍ମୃତି ମୋ ପାଇଁ ଆଣିଦିଏ ଅଜସ୍ର ଜ୍ୟୋତିର୍ପିଣ୍ଡର ଉଜ୍ଜ୍ୱଳ ଆଲୋକ ।

କଷ୍ଟ ଆଉ ଯନ୍ତ୍ରଣାରେ ସେ କରିଦିଏ ମତେ ଆକ୍ତାମାକ୍ତା,
ତୋ ସ୍ମୃତି ମତେ ଲୁଚେଇଦିଏ ଅବନୀର କେଉଁ ଅତଳ ଗର୍ଭରେ ।

ସେ ମତେ ଠେଲିଦିଏ ଲୁହଲହୁର ଅଥଳ ସାଗରକୁ ,
ତୋ ସ୍ମୃତି ପରୀ ସାଜି ହସର ପସରା ଧରି ଉଡାଇ ନିଏ ମତେ ଆକାଶର ବିସ୍ତୀଣ୍ଣ ବକ୍ଷକୁ ।

-


5 MAR AT 21:26

पुरुष एक बार टुट जाएगा तो दोबारा जुड नहीं पाएगा ।
पर औरत ???

औरत को मिला है मिट्टी की प्रकृति ।
टुटने के वाद खुद को अपनी आँसुओं से गुंथेगी और फिर नयी परिस्थितियों से जुड जाएगी ।

-


5 MAR AT 2:44

मे तो करजदार हुं आपके प्यार की,
जिसे में चाहकर भी जिन्देगी भर चुका नहीं पाउंगीं ।
खुसी बदलने की कोइ अदालत देना,
मेरी खुसियों की कागजात् आपके नाम कर जाउंगीं ।

-


4 MAR AT 17:54

सुना है की पैसा कभी बोलता नहीं है,
पर अच्छों अच्छों की बोलती बन्द कर देता है ।

-


4 MAR AT 17:39

प्यार करने से पहले खुब पैसा कमा लेना,
क्युंकी गरीब का प्यार एक दिन चौराहें पर निलाम हो जाता है।

-


Fetching Soubhagya Supertune Quotes