Monalisha Bhatta   (Monalisha)
65 Followers · 35 Following

Joined 18 December 2019


Joined 18 December 2019
16 JUL 2021 AT 18:01

Stop To Listening Others....

-


2 SEP 2020 AT 22:26

You Are GOOD if you aree Not,,
Soooo GOOD....

-


10 JUL 2020 AT 14:26

"Your smile is the signature
of your personality..."

-


27 JUN 2020 AT 20:05

Insan se hi to bhul ho jata h,,,
Or maaf v ekk bar kar na chahiye
Wooh insan v kya jo maaf h na kare.
Kya tumse sab kuch sahi hota h ????

-


19 JUN 2020 AT 9:41

Books Are my love...

-


7 JUN 2020 AT 13:48

କ'ଣ ଲେଖିବି କହୁନୁ,,
ରୂପରେ ମାଧୁରୀ ଗୁଣରେ ଚାତୁରୀ
ହସିଦେଲେ ଧିରେ ଫୁଲ ଵରଷିଵ
ରୂଷିଲେ ଲାଗିଵ ନିଆଁ ।
କ'ଣ ଲେଖିବି କହୁନୁ,,
ରୂପ ବଗିଚାର ସଜ ଗୋଲାପ ତୁ
ମୋ ସପନ ରାଇଜର କୁନି ପରୀ ଟେ ତୁ
ବନ୍ଧୁତା ଲୋ ଆମ ଅମୂଲ ମୂଲ
କେମିତି ଆସିଲୁ ଜୀବନରେ ମୋର
ଭରିଦେଲୁ ଏତେ ଖୁସି
କହିପାରିବିନି କେତେ ଯେ ଭାବନା
ଭାବୁଥାଏ ବସି ବସି ।
କ'ଣ ଲେଖିବି କହୁନୁ,,
କାହିଁ ଗଲା ସେହି ଛୋଟବେଳ ଆମ
କେତେ କରୁଥିଲେ ଭଲ ମନ୍ଦ କାମ
କହିଦେଲେ ଟିକେ ସେହି ଦିନ କଥା
ଲାଗିଯାଏ ଦେହେ ମୋର ସିଥିଳତା ।
କ'ଣ ଲେଖିବି କହୁନୁ,,
ନୀରବତା ତୋର ଲାଗେନାହିଁ ଭଲ
କରୁଥିଲୁ ଯେବେ ତୁହି ଅଭିମାନ
ବୁଝିଉଥିଲି ଯେବେ ପାଖେ ତୋର ବସି
ଋଷୁ ଥିଲୁ କେତେ ମନେ ହସି ହସି ।
କ'ଣ ଲେଖିବି କହୁନୁ,,
ପ୍ରଭୂ ଜଗନ୍ନାଥ ଙ୍କୁ ଏତିକି ମାଗୁଛି
ମୋ ପରୀ କୁ ରଖିଥାଅ ଖୁସି ସବୁଦିନ
ଗୋଲାପୀ ଓଠରେ ହସ ଯେ ତୋ ମଧୁର
ହସୁଥା ବସି ତୁହି ସବୁଦିନ ।।

-


3 JUN 2020 AT 19:58

Kuch logo ki smile itni special hoti h ki ,,
Hamare liye Bass unki smile h kafi hai or kuch nahi..

-


31 MAY 2020 AT 23:11

"MOTHER is the real queen of every house...."

-


30 MAY 2020 AT 13:50

Wooh din v kya th,, Job scl ke sare dost ekk h tiffin ko maje se kha rahe the....

-


29 MAY 2020 AT 21:12

Don't feel alone There are always,,
Someone who Silently Cares For You..

-


Fetching Monalisha Bhatta Quotes