YourQuote Bhaina   (YQ Odia)
7.6k Followers · 218 Following

read more
Joined 10 June 2017


read more
Joined 10 June 2017
11 HOURS AGO

ଉଷୁମ ସହରର ପଣତ

-


17 APR AT 8:13

ଭଜୁଥା ମନ ରାମ ନାମ

-


16 APR AT 16:17

ଆଖି ବନ୍ଦ କରି

-


15 APR AT 10:12

ଘରଠୁ ଦୂରରେ

-


14 APR AT 20:26

ଆଜି ହେଉଛି ଓଡ଼ିଆ ନବବର୍ଷ। ସୌର ବର୍ଷର ଆରମ୍ଭ ଆଜିଠାରୁ । ଆଜିଠାରୁ ଆରମ୍ଭ ହେବ ଏକ ନୂତନ ଶକାବ୍ଦ । ଓଡ଼ିଆ ପଞ୍ଜିକାରେ ଏହି ଦିନକୁ ମହାବିଷୁବ ସଂକ୍ରାନ୍ତି ବୋଲି ବିବେଚନା କରାଯାଇଅଛି। ଅନେକ ଗ୍ରହ , ଉପଗ୍ରହ , ନକ୍ଷତ୍ର , ତାରକା ପୁଞ୍ଜକୁ ନେଇ ଆମର ବ୍ରହ୍ମାଣ୍ଡ ଗଠିତ । ପୃଥିବୀ ସହ ସେମାନଙ୍କ ଅନୁକୂଳ ଉପସ୍ଥିତି ଆମ୍ଭମାନଙ୍କ ପାଇଁ ଜୀବନ ଅନୁକୂଳ କରିଛି । ପୃଥିବୀ ନିଜ ଚାରିପାଖରେ ଘୂରି ଦିନ ରାତି ପରିବର୍ତ୍ତନ କରିବା ଏବଂ ସୂର୍ଯ୍ୟଙ୍କ ଚାରିପାଖରେ ଘୂରି ୠତୁ ପରିବର୍ତ୍ତନ କରିବା ଆମ୍ଭମାନଙ୍କ ଜୀବନ ଧାରଣ କରିବା ପ୍ରକ୍ରିୟାକୁ ସାବଲୀଳ କରିଛି । ପୃଥିବୀ ଅନେକ ନକ୍ଷତ୍ର, ତାରକା ଓ ତାରକାପୁଞ୍ଜମାନଙ୍କ ନିକଟରେ ଗତିକରେ। ଆଜି ପୃଥିବୀ ମେଷ ରାଶିରେ ପ୍ରବେଶ କରିବ । ଏହି ଦିନ ସୂର୍ଯ୍ୟ ବିଷୁବବୃତ୍ତର ଉତ୍ତରକୁ ଘୁଞ୍ଚି ଆସିଥାନ୍ତି। ଯାହା ଫଳରେ ଗ୍ରୀଷ୍ମର ପ୍ରବାହ ଭାରତ ତଥା ଓଡ଼ିଶାରେ ଅଧିକ ହୋଇଥାଏ ଏବଂ ଗ୍ରୀଷ୍ମ ଋତୁ ଅନୁଭୂତ ହୁଏ। ଋତୁମାନଙ୍କ ମଧ୍ୟରେ ଗ୍ରୀଷ୍ମ ପ୍ରଥମ ଋତୁ। ଋତୁର ଆରମ୍ଭ , ନୂତନ ଶକାବ୍ଦର ଆରମ୍ଭ ଏବଂ ବୈଶାଖ ମାସର ଆରମ୍ଭ ସହ ଏହା ଓଡ଼ିଆ ବର୍ଷର ଆରମ୍ଭ ମଧ୍ୟ। ତେଣୁ ଆସନ୍ତୁ ସମସ୍ତେ ଏହି ନୂଆ ବର୍ଷକୁ ଆନ୍ତରିକତାର ସହ ଉତ୍ସାହରେ ଅତିବାହିତ କରିବା । ୱାଇ କ୍ୟୁ ଭାଇନାର ସମସ୍ତ ସଦସ୍ୟ/ସଦସ୍ୟାମାନଙ୍କୁ ଓଡ଼ିଆ ନବବର୍ଷର , ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆପଣଙ୍କ ବର୍ଷଟି ଆନନ୍ଦମୟ ହେଉ।

-


14 APR AT 18:44

ସମ୍ବିଧାନର ଜନକ ଆହେ

-


14 APR AT 7:50

ଆଣିଥିବ ଗୋଟେ ବେଲ

-


13 APR AT 20:44

ଦିଗନ୍ତ ସେପାରେ

-


13 APR AT 19:22

କାହା ଡାକରେ ଆଗେଇ ଆସେ ପାଦ

-


12 APR AT 19:41

ମାୟା ବନ୍ଧନୀ

-


Fetching YourQuote Bhaina Quotes