18 JUL 2018 AT 0:06

||ବାକ୍ୟ||

ବ୍ୟକ୍ତି ର ବି ସେ,ବକ୍ତା ର ବି ସେ ....
ବ୍ୟକ୍ତିତ୍ବ ର ଆଜି ବକ୍ତବ୍ୟ ବି ସେ ।

ଆରମ୍ଭ ବି ସେ,ଅନ୍ତ ବି ସେ ......
ବାର୍ତ୍ତା ର ଏଠି ସ୍ରୋତ ମଧ୍ୟ ସେ ।

ଭାଷା ରେ ସେ,ପ୍ରେମ ରେ ସେ......
ମାତୃଭାଷା ମାତୃଭକ୍ତି ର ଗର୍ବ ରେ ବି ସେ ।

- AkashDalai