Savitri no longer walks the forest path,
She’s a doctor now, or a creator in tech's vast craft.
With a computer mouse in hand, she races death,
Carrying hope in her eyes, and love in her breath.
She is the inspiration of countless lives,
Not beside Yama, but on justice’s path she strives.
With power in her will and boldness in tone,
She fights today too, not for herself alone.
This era's Savitri fears no face,
Not death, nor judgment, nor society’s chase.
She knows—when love is pure and strong,
Even Yama must yield, and right overcomes wrong.
Hail to Savitri, the heroine of our days,
A goddess in grace, in humanity's ways.
She stands unshaken before fate's gate,
A woman of courage, love, and unbreakable faith.-
ପାଚେରୀ ଉପରେ ଲୋଟି ଶୋଇଛି କାଗଜି ଫୁଲ
ଅଗଣା ରେ କାଠ ଚମ୍ପା ର ବାସ୍ନା
ଧାଡ଼ି ଧାଡ଼ି ହୋଇ ଲାଗିଛି ସେବତୀ ଓ ମଲ୍ଲି
ଚଉରା ପାଖରେ ଟଗର , ମନ୍ଦାର ର ଗଛ ,
ସବୁ ଅଛି ,ଯେମିତି ବୋଉ ଲଗେଇ ଥିଲା ।
କାହା ଘରୁ ଡାଳ ଟି ମାଗି ଆଣି ଲଗେଇଥିବା
ମନି ପ୍ଲାଣ୍ଟ, ବିଦେଶୀ ବାଉଁଶ
ଖାଲି ପାଣି ଖାଇ, ବିନା ଭଡ଼ାରେ ବଢି ଚାଲିଛନ୍ତି ।
ବୋଉ ଗୋଟେ ଏମିତି ମଣିଷ ,
ସେ ଯୁଆଡେ ଗଲେ ତାର ଗଛ, ଡାଳ,ଫୁଲ ର କଥା
କୋଉ ଔଷଦ ଗଛ ର ଚେର ଦରକାର, କାହାର ପତ୍ର ଦରକାର
ଏମିତି ସବୁ ଅଜିବ ଜିଦି ତାର ।
ମୁଁ ତାକୁ କହେ ଆଧୁନିକ ଔଷଧ ଖା ବୋଲି ,ହେଲେ ସେ କହେ
ବୋଉ କଣ ତୋର ବିଦେଶିନୀ କି , ମୁଁ ହସେ ଆଉ ଏଡାଇ ଦିଏ ।
ରାତି ରାତି ସେ ପୁରାଣ, ଆୟୁର୍ବେଦ ବହି ପଢେ,
ମୁଁ କହେ ବୋଉ ରୁ ୟୁଟ୍ୟୁବରେ ଦେଖୁନୁ ,
ସେ ମନା କରେ ।
ବେଳେ ବେଳେ ଲାଗେ ବୋଉ ଏତେ ଯତ୍ନ ରେ ଯାହା କରେ
କାହା ପାଈଁ କରେ , ତାକୁ ତ ବିଶ୍ରାମ ଆବଶ୍ୟକ, କଣ ପାଇଁ ଏତେ ଦୌଡ଼ ଧାଁ!?
ବୋଧେ ବୋଉ ମାନେ ହିଁ ସେଇୟା ,ଭବିଷ୍ୟତ ର ମା ମାନେ କଣ ଆମ ବୋଉ ପରି ହେବେ !?
-
ଏ ରାତି କେବେ ସରେନି
କାହାଣୀ ବୁଢ଼ୀ ଅସୁରୁଣୀ ମରେନି
ସ୍ବପ୍ନ ଆଲୁଅ ରେ କାତ ମାରି ମାରି
ସୁଅ ମୁହେଁ ଡଙ୍ଗା ଚାଲେ
ଯେତେ ପାଖ ହୁଏ,ସେତେ ଭୋକ ବଢେ
ମୃତ୍ୟ ର ଉଦର ପୁରେନି,
ଏ ରାତି କେବେ ସରେନି ।
ଏ ରାତି କେବେ ସରେନି ,
କଲମ ମୁଁହ ରୁ ଛୁଟେ ନାହିଁ ସ୍ୟାହି
ଆଖି ରୁ ଲୋତକ ଶୁଖେନି,
ବହି ବସ୍ତାନି, ପଦ ପଦବୀ ବନ୍ଧା ପଡ଼ିଯାଏ
ମୃତ୍ୟୁ ର ଉଦର ପୂରେନି
ଏ ରାତି କେବେ ସରେନି।
ଏ ରାତି କଟିଯାଉ ପ୍ରେମିକା ର କୋଳେ
ଫୁଟି ଯାଉ ମଲ୍ଲି ଫୁଲ;
ମୃତ୍ୟୁ ର ଉଦରେ, ପ୍ରେମ ବସା ବାନ୍ଧୁ
ରାତି ହେଉ ଅମୂଲ୍ୟ।
-
କେତେ ଯେ ହୃଦୟ ଭାଙ୍ଗିଛି ,
କେତେ ହୃଦୟ ଯୋଡ଼ିଛି ,
ଏଇ ପ୍ରେମର ମାସ..।
କାହା ପାଇଁ ନିଷ୍ଠୁର ସାଜିଛି ତ ,
ଆଉ କାହା ପାଇଁ ବରଦାନ ବର୍ଷିଛି ,
ଏଇ ପ୍ରେମର ମାସ ।
ପତ୍ର ଝଡା ରେ , ପ୍ରେମ ପତ୍ର ଝଡି ପଡିଛନ୍ତି,
କେତେ ଯେ ଲୋଟିପଡ଼ିଛନ୍ତି ମାଟିରେ
ହିସାବ କେବଳ ଝଡା ଗୋଲାପ,
ଆଉ ନୀରବ ରାତି ର ତାତିରେ ।
ସେଠି କିଛି ପ୍ରେମ ପତ୍ର କୁ ପ୍ରେମିକା ମାନେ
କୋଳଇ ନେଇଛନ୍ତି ଛାତିରେ ।
ଅଙ୍କୁର ଉଠାଇ, ମହାଦ୍ରୁମ ସଜାଇ
ତା ସବାରି ରେ ଯିବେ ପ୍ରେମିକ ଘର।
-
କର୍ମମୟ ଜୀବନରେ ବଦଳି ହେବା ଏକ ରୀତିମତ କଥା,
ହେଲେ ଯେଉଁ ସହର ଆମେ ଛାଡ଼ି ଆସୁ , ସେଠି ରହି ଯାଆନ୍ତି
ଅନେକ ଚରିତ୍ର, ଅନେକ ଶୁଭେଚ୍ଛୁ ।
ସବୁ ସହର ଏକ ,ହେଲେ ଲୋକ ମାନେ ଭିନ୍ନ ଭିନ୍ନ
ଠିକ୍ ପରିବାର ଭଳି ଆଦରି ନିଅନ୍ତି ସେମାନେ
ଗଢି ତୋଳନ୍ତି ଢେର୍ ସାରା ସ୍ମୁତି,
ହସ କାନ୍ଦ,ରାଗ ରୁଷା ସବୁ ହୁଏ ସେଠି
ବେଳେ ବେଳେ ସହର ମଧ୍ୟ ଅଭିମାନ କରେ ।
କିଛି ନିଜର ଆପଣାର ସାଥୀଙ୍କୁ ବିଦାୟ ଦେଇ
ଢେର୍ ସାରା ଅଭିନନ୍ଦନ, ଶୁଭେଛା କୁ ନେଇ,
ଆଗାମୀ ଭବିଷ୍ୟତ ର କାମନା କୁ ବାନ୍ଧି
ହୃଦୟ କୁ ସମ୍ଭାଳି ଆଗକୁ ବଢ଼ି ଯିବାକୁ ପଡ଼େ ।
କିଛି ଲୋକ ଭୁଲି ଯାନ୍ତି, କିଛି ଲୋକ ଙ୍କୁ ଆମେ ଭୁଲି ଯାଉ
ଜାଣତରେ ହେଉ ଅବା ଅଜଣାତ ରେ ,
ସମୟର ସୁଅରେ ଭାସି ଭାସି ବେଳେ ବେଳେ କେହି ଭେଟ ହୁଅନ୍ତି ।
ଚଳଚଞ୍ଚଳ ୱାଟସାପ ଗ୍ରୁପ ଟି ଶାନ୍ତ ପଡ଼ିଯାଏ, ନୂତନ ଗ୍ରୁପ ରେ ମଣିଷ ବନ୍ଧା ହୋଇ ଯାଏ।
ପ୍ରଣାମ ସବୁ ସେଇ ସହର କୁ, ଭଲ ପାଇବା ସବୁ ଲୋକ ମାନଙ୍କୁ।-
ଗୋଲାପ ଦିବସ
--------------
ଦୋକାନ ବଜାର ଏବେ ସବୁଠି ତୁ ଗୋଲାପ,
ରଙ୍ଗ ବିରଙ୍ଗ ବେଶ ରେ ତୁ ଗୋଲାପ।
ସେ ପ୍ରେମ ହେଉ କି ବିରହ, ସବୁ ପାଇଁ ତୁ ଲୋଡା ଗୋଲାପ,
ଚମ୍ପା, ମଲ୍ଲି, ରଜନୀଗନ୍ଧା, କୁସୁମ,
ହଜି ଗଲେଣି ଆଜି ଏଠି ଅପରାହ୍ନରେ,
ହେଲେ ତୁ ଗଭା ରେ, ବେଣୀ ରେ, ଓଠ ରେ ଗୋଲାପ।
ତତେ ସଜାଇ ରଖିଥିଲି ପୁରୁଣା ପ୍ରେମ ପତ୍ରରେ,
ହେଲେ ଚୋର ନେଇଗଲେ ପ୍ରେମପତ୍ର,
ତା ସଂଗେ ନେଇ ଗଲେ ତତେ,
ଝଡି ଯାଇଥବା, ଲିପଷ୍ଟିକ ବୋଳା ଗୋଲାପ,
ତୋ କଣ୍ଟା ରେ ଚାଲି, ତୋ ଶେଯ ରେ ଶୋଇ,
ତତେ ଦଳି ଚକଡି, ପ୍ରେମ ପତ୍ର କୁ ଅସ୍ତ କରିଦେଲେ ଗୋଲାପ ।-
ये जमीन हवा पहाड़ किसने करदिए सरकार के नाम
ये जंगल ये बाग ये समंदर किसने करदिए सरकार के नाम
कौन हे ये सरकार
जो लड़े, जो मरे ,जो कटे , बिखरे बार बार
बनाने ये सरकार ,
वो मांगे भीख सरकार से
दे दो हमे अधिकार ।
क्या आया उनके हिस्से
कितने हे उनके किस्से
बातों में घुमाया,
अपने से लड़ाया
सपने दिखाकर
आईना दिखाया ।
ये अगर कुछ हस्तियों का हे
तो मुझे मंजूर नहीं मेरा सरकार
कुछ ऐसा दी दो आकर,
की सबकी सुने सरकार ।
-
ये मोक्ष की चाहत
ये अमर होने की इच्छाएं
ये पाप धोने के ख्याल
किस्मत बदल देने की कोशिश
में नहीं मांगता.....
मुझे देवता नहीं इंसान ही रहने दो,
मेरे पापों की सजा मुझे यहीं भुगतने दो
मुझे डूब जाने दो मेरे ही अंदर ...
में कहीं नहीं जाना चाहता
मेरे अंदर भी एक संगम हे
सारे ख्वाईशों का सारे अरमानों का
सारे अवसादों का,सारे अकेलापन का
उन सबमें रोज स्नान करता हूं
रोज मरता हूं रोज जीता हूं ।-
रात के अंधेरे में छुपकर
एक कली खिलता है,
दिया जलाकर तन में,
जोश लेकर मन में,
समाज की आँखों से दूर,
चुपचाप आगे बढ़ता है वह।
जब सुबह होती है,
तो मस्तक पर शोभा पाता है,
चरणों में अर्पित होता है,
अपनों को भेंट होता है,
सपनों को सजाता है।
खुशबू से सारे जग को अपना बनाता है,
लेकिन खिलता है अंधेरे में,
चुपके से ।
-
In hearts, the diyas brightly burn,
Candles whisper secrets, as night takes its turn.
The moon speaks softly in shadows so deep,
While happiness smiles, in a joyous leap.
Together they dance, in the festival’s glow,
A tapestry of light, where love starts to grow.
In every flicker, hope finds its spark,
As we celebrate Diwali, lighting up the dark.-