Kabita Mohanty   (Prachi)
644 Followers · 252 Following

Joined 24 May 2017


Joined 24 May 2017
2 AUG 2017 AT 16:11


Sometimes you are handicapped and you do not know when
Your Quote in back seat....😂😂

-


24 MAY 2017 AT 22:49

ଛତା ଟିଏ ବୋଲି ସିନା
ହାତରୁ ଖସିଲା

ଦଲକାଏ ପବନରେ
ଉଡ଼ିଗଲା କିଛି ଦୁର
ଅବା କାହିଁ ବାଡ଼ରେ
ଲାଖି ରହି ଗଲା//

ଖୋଜିଲେ ମିଳିଯିବ
ବେଶୀ ଦୂର ଯାଇ ନାହିଁ
ଅଛି କାହିଁ ଆଖେ ପାଖେ
ନ ହେଲେ କେହି ପାଇଥିଲେ
ହଜିଲା ଚିଜ ବୋଲି
ଫେରାଇ ବି ଦେବେ//

କହିବକି କିଏ ଥରେ
ହଜିଲା ସମ୍ପର୍କ କେବେ
ବାଟ ଖୋଜି ଘରକୁ
ଫେରି ଆସିଛି କି //

କେହି ପାଇଛି କି ତାକୁ
ରାସ୍ତା କଡେ ଆଉ
ତାର ବାଡ଼ ମଝିରେ
ଅବା କାହିଁ ତାର ବାଡେ
ଲାଖି ଯାଇଛି କି
ପୁଣି ଫେରିବା ଆଶାରେ///

-


16 OCT 2020 AT 17:01

ଏଇତ ,ଏବେ ଏବେ ଇତିହାସ ରଚିଗଲା
କାଳ କାଳ ପାଇଁ ଲେଖିହୋଇଗଲା
ସତେ ଯେମିତି କାହାଣୀଟିଏ
କିଏ ମନେ ରଖିଥିବ
କେତେ ଯେ କରୁଣ ବୁକୁଫଟା ପୃଷ୍ଠା
ଲେଖି ହୋଇଯାଇଛି ଏ ଭିତରେ
କିଏ ବା ହିସାବ ରଖିଛି ତାର !!

-


11 OCT 2020 AT 21:37

Never Before
◆◆◆◆◆◆◆◆

Full poem in caption

-


24 MAR 2020 AT 17:54

It's not like....
********
Full poem in caption

-


24 MAR 2020 AT 17:48

Never Before....
***********
Full poem in caption

-


25 JUN 2019 AT 20:34

Your words never hurt
Your Silence is more painful
So say something !!

-


23 JUN 2019 AT 19:39

ପୁରୁଣା ଠିକଣା
***

-


23 JUN 2019 AT 11:54

ନିଜ ଇଛାର ଜୀବନ

**********
Story in caption

-


22 JUN 2019 AT 10:24


ହଁ
ଜୀବନ ,ପରିବାର , ସମ୍ପର୍କ ଭିତରେ ସନ୍ତୁଳନ ରକ୍ଷା କରୁ କରୁ ଜୀବନ ହିଁ ସରି ଯିବାକୁ ବସିଲାଣି । ହିସାବ ନିକାସ ର ବେଳ କାହିଁ ? ସମସ୍ତଙ୍କୁ ଖୁସି କରୁ କରୁ ମୋ ଖୁସି କେଉଁଥିରେ ଅଛି , ସେ କଥା ଭୁଲିଗଲି । ଅନ୍ୟ କେହି ଜାଣିଲେ ନା ବୁଝିଲେ ! ଯେବେ ନିଜପାଇଁ ସମୟ କାଢିଲି , ନିଜର ଖୁସି କଣ ଜାଣିଲି , ନିଜ ପାଇଁ ବଞ୍ଚିବାକୁ ଶିଖିଲି , ସେତେବେଳେ ବେଳ ଲେଉଟାଣି !!

-


Fetching Kabita Mohanty Quotes