Arundhati Akankshya🦋   (𝐀rundhati 𝐀kankshya)
167 Followers · 244 Following

read more
Joined 15 June 2021


read more
Joined 15 June 2021
19 OCT 2021 AT 17:09

ଅନ୍ଧାର ହେଲେ ମୋ ଛାଇ ହିଁ ମୋ ସହ ରହୁନି
ଆଉ ତୁମେ ବିଶ୍ବାସ କଥା କହୁଛ!!!!!!!!!

-


1 JAN 2022 AT 0:54

बुरे वक्त को भी हंसते हुए अलविदा कहो ,
क्योंकि सिखाके बोहत कुछ गया है वो....✨
~🌻 Unknown 🌻

-


7 DEC 2021 AT 14:33

ଦୁନିଆ ଦେଖେଇ ଥିବାରୁ ଧନ୍ୟବାଦ,
ହାତ ରେ କଲମ ରୂପକ ଅସ୍ତ୍ର ଦେଇଥିବାରୁ ଧନ୍ୟବାଦ,,(ବାପା, ମା)

ଅସ୍ତ୍ର(କଲମ) ଚାଳନା ଶିଖେଇଥିବାରୁ ଧନ୍ୟବାଦ,
ଭୁଲ କୁ ଠିକ୍ କରିଥିବାରୁ ଧନ୍ୟବାଦ, (ଶିକ୍ଷକ)

ଜୀବନ ରେ ରଙ୍ଗ ଭରିଦେଇ ଥିବାରୁ ଧନ୍ୟବାଦ,
ମୋ ସାହାରା ପାଲଟିଥିବାରୁ ଧନ୍ୟବାଦ,(ଅରୁନ୍ଧତୀ- କଲମ)

ଭୁଲ୍ ବାଟରୁ ଟାଣି ଆଣିଥିବାରୁ ଧନ୍ଯବାଦ,,(ମୋ ଚିନ୍ତାଧାରା)

ଧକ୍କା ମାରି ପୁଣି ଉଠିବାକୁ ହାତ ବଢ଼ାଇ ଥିବାରୁ ଧନ୍ୟବାଦ,(ପରିସ୍ଥିତି)

ଅନ୍ଧକାର ଦୁନିଆ ରେ ଛୋଟ ଆଲୋକ ସାଜିଥିବାରୁ ଧନ୍ୟବାଦ, (ଜୀବନ)

ଜୀବନ ର ରାସ୍ତା ତିଆରି କରିଥିବାରୁ ଧନ୍ୟବାଦ,
ଜୀବନର ପ୍ରତେକଟି ମୁହୂର୍ତ୍ତରେ ପାଖରେ ଥିବାରୁ ଧନ୍ୟବାଦ,(ଭଗବାନ)

ମୁଁହରେ ହସ ନ ଲିଭେଇବାକୁ ତାଗିଦ୍ କରିଥିବାରୁ ଧନ୍ୟବାଦ,,
ମତେ ନିଜଠୁ ଅଧିକା ଭଲପାଉଥିବାରୁ ଧନ୍ୟବାଦ,(ମୁଁ ନିଜେ)
-🧚‍♀️ଅରୁନ୍ଧତୀ🧚‍♀️
🎀One Day I'm Gonna Fly Away🕊

-


5 DEC 2021 AT 20:18

Read In Caption......👇

-


1 DEC 2021 AT 17:06


ହାଲକା ପବନ,,ପାଟିରେ ଅନାବନା ଗୀତ,,ଶୂନ୍ଯ ଆକାଶକୁ ହାତ ଦେଖାଇ ଅନାବନା ଗପି ମୁରୁକିହସା,,ଡାୟରୀ ରେ କିଛି ମନର କଥା,,ଠେଲା ଗାଡିର ଦହିବରା,,, ବମ୍ବେଇ ମିଠାଈ,,ରଙ୍ଗବେରଙ୍ଗର ଚୁଡ଼ି,,,
ଆଉ ବହୁତ୍ ସାରା ଗପ ବହି,,,
କିଛି ମୂହୂର୍ତ୍ତ,,, ଅଳ୍ପ ବର୍ଷା,,, ବେଶୀ ନାଇଁ ଦୁଇ କପ୍ ଲବଙ୍ଗ ମରା ଚାହା,,,ସାଥିରେ ତୁମେ
ବାସ୍ ଏତିକି.......❤
-🧚‍♀️ଅରୁନ୍ଧତୀ🧚‍♀️

-


30 NOV 2021 AT 13:41

ଜୀବନ ରେ ବହୁତ ଲୋକ ଆସିଥାନ୍ତି,,,,,,,,
କିଛି ଲୋକ ସମୟ ସହ ପରିବର୍ତ୍ତନ ହୋଇଯାଆନ୍ତି ,
ଆଉ କିଛି ଲୋକ ଆମକୁ ପରିବର୍ତ୍ତନ କରିଦେଇଥାଆନ୍ତି ।।🥀।।

-


28 NOV 2021 AT 16:32

ଭିଡ ଭିତରେ ଆଜି ବି କାହିଁ ଲାଗେ ଏକା------🍂

-


26 NOV 2021 AT 12:20

Every Past Event Is Like A Dead Body..🥀..
Don't Carry It In Your Mind..🧿..
- 💙Unknown💛

-


19 NOV 2021 AT 5:16

ଗୋଟେ ଝିଅ ର ମନ କଷ୍ଟ ହେଲେ, ସେ ମନଭରି କାନ୍ଦି ପକାଏ,
କିନ୍ତୁ ମନ ରେ ଯେତେ କଷ୍ଟ ଥାଉ, ମୁଣ୍ଡ ରେ ଯେତେବଡ ଚିନ୍ତା ଥାଉନା କାହିଁକି ନ କାନ୍ଦି ଦୁନିଆ ଆଗରେ ମନଖୋଲା ହସି ପାରୁଥିବା ଲୋକ ହେଲା ପୁଅ /ପୁରୁଷ।।❤।।
ଆନ୍ତର୍ଜାତିକ ପୁରୁଷ ଦିବସ ର ଅନେକ ଅନେକ ଶୁଭେଚ୍ଛା।।🙏।।
😇Happy International Men's Day😇

-


16 NOV 2021 AT 20:10

ଜହ୍ନର ପ୍ରେମିକା ହେବାକୁ ଚାହିଁଥିଲି,,
କିନ୍ତୁ ଶେଷରେ ସେ ବି ମୋ କାନରେ ଚୁପ୍ କରି କହିଦେଲା:- "ଆଲୋ ହୁଣ୍ଡି,, ମୁଁ ଏକା ବୋଲି ତ ଖୁସି ଅଛି, ନା କାହାକୁ ହରେଇବାର ଡର,,ନା କାହାକୁ ପାଇବାର ଇଛା।
ତୁ ବି ନା!!!,,
ଯା ଯା ଫେରିଯା,, ତୋ ଦୁନିଆ ର ରାଣୀ ଟେ ହେଇ ରହ ।।🥀।।
-🧚‍♀️ଅରୁନ୍ଧତୀ🧚‍♀️

-


Fetching Arundhati Akankshya🦋 Quotes