Aditya chandan Lenka   (adiii writes✍️)
96 Followers · 42 Following

Don't know....
Joined 6 July 2018


Don't know....
Joined 6 July 2018
30 DEC 2019 AT 23:04

ପ୍ରିୟା ତମେ ଆସିବକି ମୋ ସ୍ୱପ୍ନର ସହରେ,
ମିଠା ମିଠା ସ୍ମୃତି ସାଉଣ୍ଟିବା ମନ ସିନ୍ଦୁକରେ।

ଝରଣା ସାଜି ତମେ ବୋହିଯିବ କୁଳୁକୁଳୁ ନାଦରେ,
ସିନ୍ଧୁ ଶାଖା ହୋଇ ମୁଁ ରହିଥିବି ତମ ଅପେକ୍ଷାରେ।

ପରସ୍ପର ମିଳନରେ ଦୁହେଁ ହଜିଯିବା ଭାବନା ମନ୍ଦିରେ,
ନାଚି ଉଠିବ ମନ ପ୍ରେମର ଏକ ସୁରିଲା ସ୍ୱରରେ।

ଚାନ୍ଦିନୀ ଆଲୋକ ଭରା ଏକ ନିର୍ଜନ ରାତିରେ,
ବାସ୍ ତମେ ଆଉ ମୁଁ ଥିବା ଅତି ନିକଟରେ।

ବେଗି ବେଗି ଆସ ଯଦି ତମେ ଆସିବ ସତରେ,
ଶୁଣିଛି ନିଶ୍ୱାସ ବି ଅଟକିଯାଏ ସ୍ୱପ୍ନର ଅଧାରେ।

-


12 DEC 2019 AT 22:21

ବର୍ଣ୍ଣନା କରିବା ପାଇଁ ଶବ୍ଦ ନଥିଲା, ପ୍ରକାଶ କରିବା ପାଇଁ ଧର୍ଯ୍ୟ ନଥିଲା, ନିରବତା କୁ ପାଥେୟ କରି ଅସରନ୍ତି ପଥ ଅତିକ୍ରମ କରିବାର ଥିଲା।

-


13 AUG 2019 AT 1:31

ସଂଘର୍ଷ ର ଜ୍ୱାଳା ଜୀବନର ସମସ୍ତ ଖୁସିକୁ ଜାଳି ପୋଡି ପାଉଁଶ କରିଦିଏ, ପ୍ରତିବଦଳରେ ସେଇ ପାଉଁଶ ତଳର ନିଆଁ ସବୁ ବାଧ୍ୟା ବିଘ୍ନକୁ ଧ୍ୱଂସ କରି ମଣିଷକୁ ସଫଳତା ଆଣିଦିଏ।

-


8 AUG 2019 AT 16:16

In this society, there are many ears to listen to your words but no heart to understand your feelings.

-


6 AUG 2019 AT 9:06

(କବିତା ଟି ଅନୁଶୀର୍ଷକ ରେ...)

-


4 AUG 2019 AT 0:50

Aksar yeh zakhmi rooh mujhe chhod jane ki baat karti hai,
kuchh anmol dost hain jo har bar usse pyar se sambhal lete hain...


❤️HAPPY FRIENDSHIP DAY❤️

-


29 JUL 2019 AT 19:54

ପ୍ରତିଦିନ ସନ୍ଧ୍ୟାରେ ଚା କପ୍ ସହ ଭେଟ ହୁଏ ରାସ୍ତା ପାର୍ଶ୍ବରେ,
ଛୋଟ ଏଇ ହୃଦୟ ବୁଡିଯାଏ ଅବାସ୍ତବ ସ୍ୱପ୍ନରେ।

ମନରେ ଭରି ରହିଥାଏ ଅସୁମାରୀ ଆଶା,
ତା'ର ଏକ ଝଲକ୍ ପାଇବା ପାଇଁ ବୋଧେ ସୃଷ୍ଟି ହୁଏ ଜିଜ୍ଞାସା।

-


28 JUL 2019 AT 8:29

Har saans main rahe zindegi, yeh toh majburi nehin...
ek baar gale lagalo dost, yeh duniya itni bhi buri nehin....

-


25 JUL 2019 AT 11:48

ସମ ଦୋଷରେ ବାରମ୍ବାର ଦୋଷୀ ସାବ୍ୟସ୍ତ ହେଉଥିବା ମଣିଷକୁ କେହି କେବେ ସିଦ୍ଧ ବୋଲି ଭାବନ୍ତି ନାହିଁ।

-


8 JUL 2019 AT 19:45

She was always able to draw a line between her emotions and priorities. It's me who has to learn how.
It's time to move on. This has to stop. I need to stop.

-


Fetching Aditya chandan Lenka Quotes